Loading...

299 Big Street, Govindpur, India

Open daily 10:00 AM to 10:00 PM

Tate Chinhibare Bhul Hela Your Astrology Guru Lyrics In Odia Font

Human Sagar

Your Astrology Guru Lyrics

ତତେ ଚିନ୍ହିବାରେ ଭୁଲ ହେଲା ମୋର

Tate Chinhibare Bhul Hela Your Astrology Guru Lyrics In Odia Language


ତତେ ଚିନ୍ହିବାରେ ଭୁଲ ହେଲା ମୋର
ନିଜର ଭାବିଲି କରିଦେଲୁ ପର
ତତେ ଚିନ୍ହିବାରେ ଭୁଲ ହେଲା ମୋର
ନିଜର ଭାବିଲି କରିଦେଲୁ ପର
ମିଠା କଥାରେ ତୋର ଥିଲା ଲୋ
ଭରି ଜହର
ଜାଳି ଦେଇ ପାଉଁଶ ତୁ କଲୁ ଲୋ
ଛାତିକୁ ମୋର
ସବୁ ଭୁଲି ହେଲୁ ତୁ ଆଉ କାହାର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗି ଯିବ ଗର୍ବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗି ଯିବ ଗର୍ବ ତୋର





ଭାବି ଥିଲି ତତେ ମୋର ସୁନା କଣ୍ଢେଇ
ଅଧା ବାଟେ ଆଜି ମତେ ଦେଲୁ ଭଣ୍ଡେଇ
ଜିଇଁ ଥାଇ ଜୀବନ ମୋ ନେଲୁ ଛଡେଇ
ଆଖି ଲୁହେ ସପନ ମୋ ଗଲା ମିଳେଇ
ହୋ ଭାବି ଥିଲି ତତେ ମୋର ସୁନା କଣ୍ଢେଇ
ଅଧା ବାଟେ ଆଜି ମତେ ଦେଲୁ ଭଣ୍ଡେଇ
ଜିଇଁ ଥାଇ ଜୀବନ ମୋ ନେଲୁ ଛଡେଇ
ଆଖି ଲୁହେ ସପନ ମୋ ଗଲା ମିଳେଇ
ବେଇମାନି ପ୍ରିୟା ତୁ ହେଲୁ ଲୋ
ଭାରି ନିଷ୍ଠୁର
ସ୍ୱାର୍ଥ ପାଇଁ ବଦଳି ତୁ ଗଲୁ ଲୋ
ହେଲୁ ପଥର
ନିଜ ଖୁସି ପାଇଁ ହାତ ଛାଡିଲୁ ମୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗି ଯିବ ଗର୍ବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗି ଯିବ ଗର୍ବ ତୋର





ନିଶ୍ୱାସ ଠୁ ବେଶି ତତେ ପାଇଲି ଭଲ
ବୁଝିଲୁନି ହେଲେ ତୁ ମୋ ପ୍ରେମର ମୂଲ୍ୟ
ବାହାନା ବନେଇ ମତେ ଦେଲୁ ତୁ ଠକି
ତୋ ଛଳନା ପାଇଁ ମନ ଗଲା ମୋ ଶୁଖି
ହୁଁ ନିଶ୍ୱାସ ଠୁ ବେଶି ତତେ ପାଇଲି ଭଲ
ବୁଝିଲୁନି ହେଲେ ତୁ ମୋ ପ୍ରେମର ମୂଲ୍ୟ
ବାହାନା ବନେଇ ମତେ ଦେଲୁ ତୁ ଠକି
ତୋ ଛଳନା ପାଇଁ ମନ ଗଲା ମୋ ଶୁଖି
ମିଛ କହି ତୁ ଲୁଟି ନେଲୁ ଲୋ
ସବୁ ମୋହର
ଆଡେଇ ଦେଇ ତୁ ଚାଲି ଗଲୁ ଲୋ
ପାଦରେ ତୋର
ମତେ କଷ୍ଟ ଦେଲୁ ହସ ଲିଭିବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗି ଯିବ ଗର୍ବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗି ଯିବ ଗର୍ବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗି ଯିବ ଗର୍ବ ତୋର


Tate Chinhibare Bhul Hela Mora Your Astrology Guru Lyrics In Odia Language







Thank You


Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00