Loading...

299 Big Street, Govindpur, India

Open daily 10:00 AM to 10:00 PM

Chumki Alo Chumki Your Astrology Guru Lyrics In Odia Font

Kumar Bapi

Your Astrology Guru Lyrics

ଚୁମକି ଆଲୋ ଚୁମକି

Chumki Alo Chumki Your Astrology Guru Lyrics In Odia Language

ଚୁମକି ଆଲୋ ଚୁମକି
ଚୁମକି ଆଲୋ ଚୁମକି


ତୁ ମୋ ପାଇଁ ମୁଁ ତୋ ପାଇଁ
ତୁ ମୋ ପାଇଁ ମୁଁ ତୋ ପାଇଁ
ଜାଳୁଥିଲେ ପରା ଦୀପ ଲୋ ଚୁମକି
ଜାଳୁଥିଲେ ପରା ଦୀପ
ତୁ ଆଜି ଜାଳୁଚୁ କାହା ପାଇଁ ଦୀପ
ତୁ ଆଜି ଜାଳୁଚୁ କାହା ପାଇଁ ଦୀପ
ମୁଁ କଲି କେଉଁ ପାପ ଲୋ ଚୁମକି
ମୁଁ କଲି କେଉଁ ପାପ
ଅଛି ସେ ମନ୍ଦିର ସାକ୍ଷୀ ଲୋ
ଅଛି ସେ ପୂଜାରୀ ସାକ୍ଷୀ
ଅଛି ସେ ବଗିଚା ସାକ୍ଷୀ ଲୋ
ଅଛି ବୁଢା ମାଳି ସାକ୍ଷୀ
ଚୁମକି ଆଲୋ ଚୁମକି
ଚୁମକି ଆଲୋ ଚୁମକି



ତୋର ହୃଦୟ ନଥିଲା ବୋଲି ଲୋ
ଆଜି ଜାଣିଲି ମୁଁ ଆଜି ଜାଣିଲି
ତୋର ହୃଦୟ ନଥିଲା ବୋଲି ଲୋ
ଆଜି ଜାଣିଲି ମୁଁ ଆଜି ଜାଣିଲି
ଜାଣିଲା ବେଳକୁ ଆଜି ଲୋ
ସରି ମୁଁ ଗଲି ହଁ ସରି ମୁଁ ଗଲି
କାହିଁକି ନିଷ୍ଠୁର ହେଲୁ ଲୋ
ପ୍ରେମକୁ ଦେଲୁ ମୋ ଫାଙ୍କି
ପଥର ପରି ତୋ ମନ ଲୋ
ଗଲୁ ଚାଲିଗଲୁ ଠକି
ଚୁମକି ଆଲୋ ଚୁମକି
ଚୁମକି ଆଲୋ ଚୁମକି



ତତେ ଭରସା କରି ମୋ ପ୍ରିୟା ଲୋ
ଭୁଲ ମୁଁ କଲି ଭୁଲ ମୁଁ କଲି
ତତେ ଭରସା କରି ମୋ ପ୍ରିୟା ଲୋ
ଭୁଲ ମୁଁ କଲି ଭୁଲ ମୁଁ କଲି
ଲୁହର ବରଷା ଝରିଲା
ଭାସି ମୁଁ ଗଲି ହାଏ ଭାସି ମୁଁ ଗଲି
କାନ୍ଦିଲି ଏମିତି କାନ୍ଦିଲି
ଲୁହ ତ ଗଲାଣି ଶୁଖି
ମୋ ପ୍ରେମକୁ କଲୁ ଚୁନା ଲୋ
କଣ ରଖିଲୁ ବାକି

ଚୁମକି ଆଲୋ ଚୁମକି
ଚୁମକି ଆଲୋ ଚୁମକି
ତୁ ମୋ ପାଇଁ ମୁଁ ତୋ ପାଇଁ
ତୁ ମୋ ପାଇଁ ମୁଁ ତୋ ପାଇଁ
ଜାଳୁଥିଲେ ପରା ଦୀପ ଲୋ ଚୁମକି
ଜାଳୁଥିଲେ ପରା ଦୀପ
ତୁ ଆଜି ଜାଳୁଚୁ କାହା ପାଇଁ ଦୀପ
ତୁ ଆଜି ଜାଳୁଚୁ କାହା ପାଇଁ ଦୀପ
ମୁଁ କଲି କେଉଁ ପାପ ଲୋ ଚୁମକି
ମୁଁ କଲି କେଉଁ ପାପ
ଅଛି ସେ ମନ୍ଦିର ସାକ୍ଷୀ ଲୋ
ଅଛି ସେ ପୂଜାରୀ ସାକ୍ଷୀ
ଅଛି ସେ ବଗିଚା ସାକ୍ଷୀ ଲୋ
ଅଛି ବୁଢା ମାଳି ସାକ୍ଷୀ
ଚୁମକି ଆଲୋ ଚୁମକି
ଚୁମକି ଆଲୋ ଚୁମକି
ଚୁମକି ଆଲୋ ଚୁମକି
ଚୁମକି ଆଲୋ ଚୁମକି


Chumki Alo Chumki Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00