Loading...

299 Big Street, Govindpur, India

Open daily 10:00 AM to 10:00 PM

Darsana Dia He Prabhu Your Astrology Guru Lyrics In Odia Font

Umakanta Das

Your Astrology Guru Lyrics

ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ

Darsana Dia He Prabhu Your Astrology Guru Lyrics In Odia Font

ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ଦେଲ ନାହିଁ ଦୁଇ ଆଖି
କଲ ମୋତେ ମହା ଦୁଃଖୀ
ଜଗତ ଦେଖିଲେ ସୁଖୀ ହେବି ହେ ନାଥ
ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ


ଜନମରୁ ଜଗନ୍ନାଥ କଲ ଦୃଷ୍ଟିହୀନ
ତଥାପି ମୁଁ କରିନାହିଁ କେବେ ଅଭିମାନ
ତ୍ରାହି ତ୍ରାହି ଡାକେ ଆଜି ତୁମରି ଭକତ
ତୁମ ରୂପ ଦର୍ଶନରୁ ନହେଉ ବଞ୍ଚିତ
ଖୋଲି ଦିଅ ସିଂହ ଦ୍ୱାର
ଦୁଃଖୀ ଦୁଃଖ ହେଉ ଦୂର
ଯୁଗେ ଯୁଗେ ଜଗନ୍ନାଥ ତୁମେ ହିଁ ସତ
ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ


କେତେ ଦିନ କଳା ଦିଅଁ କବାଟ କିଳିବ
ଭକ୍ତ ବିନା ତୁମେ ପ୍ରଭୁ ରହି କି ପାରିବ
ଦେଖି ପାରିବିନି ସିନା ବେଶ ନାଗାର୍ଜୁନ
ଗାଉଚି ମୁଁ ଗାଉଥିବି ତୁମରି ଭଜନ
କରିବନି ମତେ ପର
ତୁମେ ମୋର ମୁଁ ତୁମର
ତୁମ ନାମ ତୁଣ୍ଡେ ଧରି ଚାଲିବି ବାଟ
ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ଦେଲ ନାହିଁ ଦୁଇ ଆଖି
କଲ ମୋତେ ମହା ଦୁଃଖୀ
ଜଗତ ଦେଖିଲେ ସୁଖୀ ହେବି ହେ ନାଥ
ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ

Darsana Dia He Prabhu Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00