Loading...

299 Big Street, Govindpur, India

Open daily 10:00 AM to 10:00 PM

Dhanare Saha To Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ଧନରେ ସାହା ତୋ ଧରମର ବଳ

dhanare saha to Your Astrology Guru Lyrics in odia language


ଧନରେ ସାହା ତୋ ଧରମର ବଳ
ଧନରେ ସାହା ତୋ ଧରମର ବଳ
ଧରମରୁ ଜାତ ହୁଏ ମୁକତିର ଫଳ
ଓଲଟ ବୃକ୍ଷର ଡାଳେ ସେ ଫଳ ଫଳାଅ
ଓଲଟ ବୃକ୍ଷର ଡାଳେ ସେ ଫଳ ଫଳାଅ
ମୂଲ ତା ଅମୁଲ ମୁଲ….
ଧନରେ ସାହା ତୋ ଧରମର ବଳ
ଧନରେ ସାହା ତୋ ଧରମର ବଳ



ଜନମିଲୁ ତୁହି ମୋହ ମାୟା ଦେଇ
ଜନମିଲୁ ତୁହି ମୋହ ମାୟା ଦେଇ
ସଂସାରର ଜାଲେ ଗଲୁ ଛନ୍ଦି ହୋଇ
ଓ..ଜନମିଲୁ ତୁହି ମୋହ ମାୟା ଦେଇ
ଜନମିଲୁ ତୁହି ମୋହ ମାୟା ଦେଇ
ସଂସାରର ଜାଲେ ଗଲୁ ଛନ୍ଦି ହୋଇ
ଅବାଟେ ପଥିକ ହେଲୁ ସେ ବାଟ ହୁଡ଼ିଲୁ
ଅବାଟେ ପଥିକ ହେଲୁ ସେ ବାଟ ହୁଡ଼ିଲୁ
ସେ ବାଟ ଅସଲ ମୁଳ
ଧନରେ ସାହା ତୋ ଧରମର ବଳ
ଧନରେ ସାହା ତୋ ଧରମର ବଳ



ଜୀବନର ମାନେ ପବନର ଖେଳ
ଜୀବନର ମାନେ ପବନର ଖେଳ
ମରଣର ମାନେ ଫେରିବାର ବେଳ
ଓ…ଜୀବନର ମାନେ ପବନର ଖେଳ
ଜୀବନର ମାନେ ପବନର ଖେଳ
ମରଣର ମାନେ ଫେରିବାର ବେଳ
ଖୋଜିବୁ ମଶାଣି ମାଟି ଦିନେ ତୁ ଏଇଠି
ଖୋଜିବୁ ମଶାଣି ମାଟି ଦିନେ ତୁ ଏଇଠି
ପୁରିଲେ ତୋହରି ଛାଳ

ଧନରେ ସାହା ତୋ ଧରମର ବଳ
ଧନରେ ସାହା ତୋ ଧରମର ବଳ
ଧରମରୁ ଜାତ ହୁଏ ମୁକତିର ଫଳ
ଓଲଟ ବୃକ୍ଷର ଡାଳେ ସେ ଫଳ ଫଳାଅ
ଓଲଟ ବୃକ୍ଷର ଡାଳେ ସେ ଫଳ ଫଳାଅ
ମୂଲ ତା ଅମୁଲ ମୁଲ….
ଧନରେ ସାହା ତୋ ଧରମର ବଳ
ଧନରେ ସାହା ତୋ ଧରମର ବଳ
ଧରମର ବଳ ଧରମର ବଳ

dhanare saha to Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00