Loading...

299 Big Street, Govindpur, India

Open daily 10:00 AM to 10:00 PM

Deula Kahile Your Astrology Guru Lyrics In Odia Language

Sricharan Mohanty

Your Astrology Guru Lyrics

ଦେଉଳ କହିଲେ ବଡ ଦେଉଳକୁ ବୁଝେ
ମୁଁ ବଡ ଦେଉଳକୁ ବୁଝେ

Deula Kahile Bada Deulaku Your Astrology Guru Lyrics In Odia Language

ଦେଉଳ କହିଲେ ବଡ ଦେଉଳକୁ ବୁଝେ
ମୁଁ ବଡ ଦେଉଳକୁ ବୁଝେ
ହାଁ ଦେଉଳ କହିଲେ ବଡ ଦେଉଳକୁ ବୁଝେ
ମୁଁ ବଡ ଦେଉଳକୁ ବୁଝେ
ଦେବତା କହିଲେ ଆଖି ଦୁଇ ମୋର
ଦେବତା କହିଲେ ଆଖି ଦୁଇ ମୋର
କଳା ବଦନକୁ ଖୋଜେ
ମୁଁ କାଳିଆ ଦିଅଙ୍କୁ ବୁଝେ
ହେ ଦେଉଳ କହିଲେ ବଡ ଦେଉଳକୁ ବୁଝେ
ମୁଁ ବଡ ଦେଉଳକୁ ବୁଝେ
ମୁଁ ବଡ ଦେଉଳକୁ ବୁଝେ



ନେତ କହିଲେ ମୁଁ ବୁଝେ ପତିତ ପାବନ ନେତକୁ
ରଥ କହିଲେ ମୁଁ ବୁଝେ ଜରା ନନ୍ଦିଘୋଷ ରଥକୁ
ରାଜା କହିଲେ ମୁଁ ବୁଝେ ଗଜପତି ମହାରାଜାଙ୍କୁ
ରାଜନୀତି କହିଲେ ମୁଁ ବୁଝେ ଜଗନାଥ ସେବାକୁ
ପରଜା କହିଲେ ପୁରୀ ବଡଦାଣ୍ଡେ
ପରଜା କହିଲେ ପୁରୀ ବଡଦାଣ୍ଡେ
ଭକତ ଜନଙ୍କୁ ବୁଝେ
ମୁଁ ଭକତ ଜନଙ୍କୁ ବୁଝେ
ହେ ଦେଉଳ କହିଲେ ବଡ ଦେଉଳକୁ ବୁଝେ
ମୁଁ ବଡ ଦେଉଳକୁ ବୁଝେ
ମୁଁ ବଡ ଦେଉଳକୁ ବୁଝେ



ଅଭଡ଼ା କହିଲେ ବୁଝେ ଜଗନ୍ନାଥ ମହା ପ୍ରସାଦ
ଭୋଗ କହିଲେ ମୁଁ ବୁଝେ ଜଗନ୍ନାଥ ଛପନ ଭୋଗ
ପଣ୍ଡା କହିଲେ ମୁଁ ବୁଝେ ଜଗନ୍ନାଥ ବଡ ପଣ୍ଡାଙ୍କୁ
ହଣ୍ଡା କହିଲେ ମୁଁ ବୁଝେ ତୁଳସୀ ଦୟଣା ଧଣ୍ଡାକୁ
ମଣିମା କହିଲେ ସାରା ଜଗତରେ
ମଣିମା କହିଲେ ସାରା ଜଗତରେ
କେବଳ ଜଣଙ୍କୁ ବୁଝେ
ମୁଁ କେବଳ ଜଣଙ୍କୁ ବୁଝେ
ହେ ଦେଉଳ କହିଲେ ବଡ ଦେଉଳକୁ ବୁଝେ
ମୁଁ ବଡ ଦେଉଳକୁ ବୁଝେ

ଦେଉଳ କହିଲେ ବଡ ଦେଉଳକୁ ବୁଝେ
ମୁଁ ବଡ ଦେଉଳକୁ ବୁଝେ
ଦେବତା କହିଲେ ଆଖି ଦୁଇ ମୋର
ଦେବତା କହିଲେ ଆଖି ଦୁଇ ମୋର
କଳା ବଦନକୁ ଖୋଜେ
ମୁଁ କାଳିଆ ଦିଅଁଙ୍କୁ ଖୋଜେ
ମୁଁ ଭକତ ଜନଙ୍କୁ ବୁଝେ
ମୁଁ କେବଳ ଜଣଙ୍କୁ ବୁଝେ

Deula Kahile Bada Deulaku Bujhe Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00