Loading...

299 Big Street, Govindpur, India

Open daily 10:00 AM to 10:00 PM

Meghaku Adei Your Astrology Guru Lyrics In Odia Font

Babul Supriyo

Table of Contents

Your Astrology Guru Lyrics

ମେଘକୁ ଆଡେଇ ଜହ୍ନ ଉଙ୍କି ମାରେ
ତମକୁ ଦେଖିବା ପାଇଁ

Meghaku Adei Your Astrology Guru Lyrics In Odia Language

ମେଘକୁ ଆଡେଇ ଜହ୍ନ ଉଙ୍କି ମାରେ
ତମକୁ ଦେଖିବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଫୁଲକୁ ଏଡେଇ ପ୍ରଜାପତି ଉଡେ
ତମକୁ ଛୁଇଁବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ



ତୁମ ପାଇଁ ହାଏ ଏ ପୃଥିବୀ ନୁହେଁ
ଆଉ କେଉଁ ଦୁନିଆରେ ତୋଳିବି ଘର
ହୋ ତୁମ ପାଇଁ ହାଏ ଏ ପୃଥିବୀ ନୁହେଁ
ଆଉ କେଉଁ ଦୁନିଆରେ ତୋଳିବି ଘର
ଜଦି କେହି ଚାହେଁ ତୁମକୁ ଟିକିଏ
କାହିଁକି ଯେ ଲୁହ ଝରେ ଆଖିରୁ ମୋର
ବାଟ ଭୁଲି ଯାଇ ଅଟକେ ବାଟୋଇ
ପଦେ କଥା ହବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ



କହିବାକୁ ଚାହିଁ କହିପାରି ନାହିଁ
ଆଜି ଯାଏ ଯୋଉ କଥା ମନରେ ଅଛି
ହୋ କହିବାକୁ ଚାହିଁ କହିପାରି ନାହିଁ
ଆଜି ଯାଏ ଯୋଉ କଥା ମନରେ ଅଛି
କହିଦେଲେ କାଳେ ଭୁଲ ହେଇପାରେ
ହେଲେ ଆଜି କହିଦେଲି ଭଲ ପାଉଚି
ଭିଜେଇବ ବୋଲି ଅଦିନିଆ ବର୍ଷା
ଆସିଚି ତୁମରି ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ

ମେଘକୁ ଆଡେଇ ଜହ୍ନ ଉଙ୍କି ମାରେ
ତମକୁ ଦେଖିବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଫୁଲକୁ ଏଡେଇ ପ୍ରଜାପତି ଉଡେ
ତମକୁ ଛୁଇଁବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ


Megha Ku Adei Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00