Table of Contents
Your Astrology Guru Lyrics
ଏକା ତୋ ଭକତ ଜୀବନ
Eka To Bhakata Jibana Your Astrology Guru Lyrics In Odia Font
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
ଭକତ ନିମନ୍ତେ ତୋର
ଶଙ୍ଖ ଚକ୍ରେ ଚି଼ହ୍ନ
ଶଙ୍ଖ ଚକ୍ରେ ଚି଼ହ୍ନ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
ଭକତ ତୋ ମାତା ପିତା
ଭକତ ତୋ ବନ୍ଧୁ
ଭକତ ତୋ ମାତା ପିତା
ଭକତ ତୋ ବନ୍ଧୁ
ଭକତ ହିତରେ ତୋର
ନାମ କୃପାସିନ୍ଧୁ
ନାମ କୃପାସିନ୍ଧୁ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
ଧେନୁ ପଛେ ପଛେ ବତ୍ସା
ଗମେ କ୍ଷୀର ଲୋଭେ
ଧେନୁ ପଛେ ପଛେ ବତ୍ସା
ଗମେ କ୍ଷୀର ଲୋଭେ
ଭକତ ପଛରେ ତୁହି
ଥାଉ ସେହି ଭାବେ
ଥାଉ ସେହି ଭାବେ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
କହେ ସାଲବେଗ ହୀନ
ଜାତିରେ ଯବନ
କହେ ସାଲବେଗ ହୀନ
ଜାତିରେ ଯବନ
ଶ୍ରିରଙ୍ଗା ଚରଣ ବିନୁ
ନ ଜାଣଇ ଆନ
ନ ଜାଣଇ ଆନ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
ଭକତ ନିମନ୍ତେ ତୋର
ଶଙ୍ଖ ଚକ୍ରେ ଚି଼ହ୍ନ
ଶଙ୍ଖ ଚକ୍ରେ ଚି଼ହ୍ନ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
Eka To Bhakata Jibana Your Astrology Guru Lyrics In Odia Language
Thank You