Loading...

299 Big Street, Govindpur, India

Open daily 10:00 AM to 10:00 PM

Eka To Bhakata Jibana Your Astrology Guru Lyrics In Odia Font

Namita Agarwal

Your Astrology Guru Lyrics

ଏକା ତୋ ଭକତ ଜୀବନ

Eka To Bhakata Jibana Your Astrology Guru Lyrics In Odia Font

ଏକା ତୋ ଭକତ ଜୀବନ

ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
ଭକତ ନିମନ୍ତେ ତୋର
ଶଙ୍ଖ ଚକ୍ରେ ଚି଼ହ୍ନ
ଶଙ୍ଖ ଚକ୍ରେ ଚି଼ହ୍ନ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ


ଭକତ ତୋ ମାତା ପିତା
ଭକତ ତୋ ବନ୍ଧୁ
ଭକତ ତୋ ମାତା ପିତା
ଭକତ ତୋ ବନ୍ଧୁ
ଭକତ ହିତରେ ତୋର
ନାମ କୃପାସିନ୍ଧୁ
ନାମ କୃପାସିନ୍ଧୁ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ


ଧେନୁ ପଛେ ପଛେ ବତ୍ସା
ଗମେ କ୍ଷୀର ଲୋଭେ
ଧେନୁ ପଛେ ପଛେ ବତ୍ସା
ଗମେ କ୍ଷୀର ଲୋଭେ
ଭକତ ପଛରେ ତୁହି
ଥାଉ ସେହି ଭାବେ
ଥାଉ ସେହି ଭାବେ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ


କହେ ସାଲବେଗ ହୀନ
ଜାତିରେ ଯବନ
କହେ ସାଲବେଗ ହୀନ
ଜାତିରେ ଯବନ
ଶ୍ରିରଙ୍ଗା ଚରଣ ବିନୁ
ନ ଜାଣଇ ଆନ
ନ ଜାଣଇ ଆନ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
ଭକତ ନିମନ୍ତେ ତୋର
ଶଙ୍ଖ ଚକ୍ରେ ଚି଼ହ୍ନ
ଶଙ୍ଖ ଚକ୍ରେ ଚି଼ହ୍ନ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ

Eka To Bhakata Jibana Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00