Loading...

299 Big Street, Govindpur, India

Open daily 10:00 AM to 10:00 PM

Jibanara Sesa Bandhu Your Astrology Guru Lyrics In Odia Font

Namita Agarwal

Your Astrology Guru Lyrics

ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ

Jibanara Sesa Bandhu Your Astrology Guru Lyrics In Odia Font

ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ଭୋକ ମେଣ୍ଟେ ନିର୍ମାଲ୍ୟରେ
ଜୀବନର ଶେଷ ଶୋଷ ତୁଳସୀ ଜଳରେ
ଜୀବନର ଶେଷ ଗୀତ…
ଜୀବନର ଶେଷ ଗୀତ
ରାମ ନାମ ସତ୍ୟ ହେ ରାମ ନାମ ସତ୍ୟ
ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ


ଜୀବନର ଶେଷ ଖେଳ ବଡଦାଣ୍ଡରେ
ଜୀବନର ଶେଷ ଖେଳ ବଡଦାଣ୍ଡରେ
ଜୀବନର ଶେଷ ନିଦ୍ରା ସ୍ବର୍ଗଦ୍ୱାରରେ
ଜୀବନର ଶେଷ ନିଦ୍ରା ସ୍ବର୍ଗଦ୍ୱାରରେ
ଜୀବନର ଶେଷ ସ୍ବପ୍ନ…
ଜୀବନର ଶେଷ ସ୍ବପ୍ନ
ନୀଳଚକ୍ର ନେତ ସେ ନୀଳଚକ୍ର ନେତ
ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ


ଜୀବନର ଶେଷ ଦୁଃଖ ପାପ ଅର୍ଜନ
ଜୀବନର ଶେଷ ଦୁଃଖ ପାପ ଅର୍ଜନ
ଜୀବନର ଶେଷ ସୁଖ ପ୍ରଭୁ ଦର୍ଶନ
ଜୀବନର ଶେଷ ସୁଖ ପ୍ରଭୁ ଦର୍ଶନ
ଜୀବନର ଶେଷ ଲକ୍ଷ୍ୟ…
ଜୀବନର ଶେଷ ଲକ୍ଷ୍ୟ
ବନ୍ଧନରୁ ମୋକ୍ଷରେ ବନ୍ଧନରୁ ମୋକ୍ଷ
ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ

ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ଭୋକ ମେଣ୍ଟେ ନିର୍ମାଲ୍ୟରେ
ଜୀବନର ଶେଷ ଶୋଷ ତୁଳସୀ ଜଳରେ
ଜୀବନର ଶେଷ ଗୀତ…
ଜୀବନର ଶେଷ ଗୀତ
ରାମ ନାମ ସତ୍ୟ ହେ ରାମ ନାମ ସତ୍ୟ
ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ
ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ
ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ

Jibanara Sesa Bandhu Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00