Loading...

299 Big Street, Govindpur, India

Open daily 10:00 AM to 10:00 PM

Hey barasa tike rahija Your Astrology Guru Lyrics in odia language

Suresh Wadekar

Your Astrology Guru Lyrics

ହେ ବରଷା ଟିକେ ରହିଯା
ହେ ପବନ ଟିକେ ଥମିଯା

Hey Barasa Tike Rahija Your Astrology Guru Lyrics In Odia Language

ହେ ବରଷା ଟିକେ ରହିଯା
ହେ ପବନ ଟିକେ ଥମିଯା
ହେ ବରଷା ଟିକେ ରହିଯା
ହେ ପବନ ଟିକେ ଥମିଯା
ଓଢଣୀ ଉଡିଯିବ ଚନ୍ଦନ ଲିଭିଯିବ
ଓଢଣୀ ଉଡିଯିବ ଚନ୍ଦନ ଲିଭିଯିବ
ବୋହୁ ବେଶେ ଦିଶୁଛି ସେ ଭାରି ସୁନ୍ଦର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ହେ ବରଷା ଟିକେ ରହିଯା
ହେ ପବନ ଟିକେ ଥମିଯା ଟିକେ ଥମିଯା



ଆଞ୍ଜୁଳି ଚାଉଳ ହାତରେ ଧରି
ପ୍ରିୟା ମୋ ଯାଉଚି ସଉଦା କରି
ହୋ..ଆଞ୍ଜୁଳି ଚାଉଳ ହାତରେ ଧରି
ପ୍ରିୟା ମୋ ଯାଉଚି ସଉଦା କରି
ବେଦିରେ ଚାଲିଛି ସଉଦାଗର
ହାତ ଧରି ତାର ନେବ ତା ଘର
ଖୁସିରେ କରୁ ସେ ଜୀବନ ସଉଦା
ଖୁସିରେ କରୁ ସେ ଜୀବନ ସଉଦା
ବରଷା ଲୋ ରହିଯା ତୁ ରାଣ ମୋହର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ହେ ବରଷା ଟିକେ ରହିଯା
ହେ ପବନ ଟିକେ ଥମିଯା ଟିକେ ଥମିଯା



କାଲି ସିନା ଥିଲା ସିଏ ନିଜର
ହାତ ଗଣ୍ଠି ପରେ ହେବ ସେ ପର
ହୋ…କାଲି ସିନା ଥିଲା ସିଏ ନିଜର
ହାତ ଗଣ୍ଠି ପରେ ହେବ ସେ ପର
ସିନ୍ତିରେ ଲାଗିଲେ ଟୋପେ ସିନ୍ଦୁର
ପ୍ରିୟା ଭୁଲିଯାଏ ଅତୀତ ତାର
ବେଦୀର ନିଆଁରେ ଆଜି ଜଳି ଯାଉ
ବେଦୀର ନିଆଁରେ ଆଜି ଜଳି ଯାଉ
ଥିଲା ଯେତେ ତା ପାଖରେ ସ୍ମୃତି ମୋହର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ହେ ବରଷା ଟିକେ ରହିଯା
ହେ ପବନ ଟିକେ ଥମିଯା
ଓଢଣୀ ଉଡିଯିବ ଚନ୍ଦନ ଲିଭିଯିବ
ଓଢଣୀ ଉଡିଯିବ ଚନ୍ଦନ ଲିଭିଯିବ
ବୋହୁ ବେଶେ ଦିଶୁଛି ସେ ଭାରି ସୁନ୍ଦର

Hey Barasa Tike Rahija Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00