Loading...

299 Big Street, Govindpur, India

Open daily 10:00 AM to 10:00 PM

Jamuna Jibaku Mate Odia Song Lyrics In Odia Font

ଭଜନ

ODIA SONG LYRICS

ଯମୁନା ଯିବାକୁ ମତେ ହୋଇଛି ମନା

Jamuna Jibaku Mate Hoichhi Mana Odia Song Lyrics In Odia Font

ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
କାଖରୁ କଳସୀ…ପଡୁଚିରେ ଖସି…
କାଖରୁ କଳସୀ…ପଡୁଚିରେ ଖସି…
ପାଦ ହେଉଛି ଅଥୟ
ମନ ହେଉଛି ଅଥୟ
ପାଦ ହେଉଛି ଅଥୟ
ମନ ହେଉଛି ଅଥୟ
ମାନେନା ମନା…..
ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା
(ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା)
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା


ଧନ୍ୟ ସେ କଦମ୍ବ ମୂଳ
ମୟୂର ଚନ୍ଦ୍ରିକା ଚୂଳ
ଝୁରୁଛି ଯମୁନା କୂଳ
ହେଉଛି ମନ ଆକୁଳ
(ଧନ୍ୟ ସେ କଦମ୍ବ ମୂଳ
ମୟୂର ଚନ୍ଦ୍ରିକା ଚୂଳ
ଝୁରୁଛି ଯମୁନା କୂଳ
ହେଉଛି ମନ ଆକୁଳ)
ଅଙ୍ଗ ମୋର ଥରିଯାଏ
ଲାଜେ ମୁହିଁ ସରିଯାଏ
ଅଙ୍ଗ ମୋର ଥରିଯାଏ
ଲାଜେ ମୁହିଁ ସରିଯାଏ
ରହି ପାରେନା…..
ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା
(ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା)
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା


ତୋର ସେ ତ୍ରିଭଙ୍ଗୀ ଠାଣି
ମୋ ମନ ନେଉଚି ଟାଣି
ମୋହନ ମୁରଲୀ ଶୁଣି
ଚହଲେ ଯମୁନା ପାଣି
(ତୋର ସେ ତ୍ରିଭଙ୍ଗୀ ଠାଣି
ମୋ ମନ ନେଉଚି ଟାଣି
ମୋହନ ମୁରଲୀ ଶୁଣି
ଚହଲେ ଯମୁନା ପାଣି)
ଅପବାଦ ବନ୍ଧ ଡେଇଁ
ମୋ ମନର କୂଳ ଛୁଇଁ
ଅପବାଦ ବନ୍ଧ ଡେଇଁ
ମୋ ମନର କୂଳ ଛୁଇଁ
ଆସି ପାରେନା…..
ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା
(ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା)
ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା

ଯମୁନା ଯିବାକୁ ମତେ ହୋଇଛି ମନା
ଯମୁନା ଯିବାକୁ ମତେ ହୋଇଛି ମନା
କାଖରୁ କଳସୀ…ପଡୁଚିରେ ଖସି…
କାଖରୁ କଳସୀ…ପଡୁଚିରେ ଖସି…
ପାଦ ହେଉଛି ଅଥୟ
ମନ ହେଉଛି ଅଥୟ
ପାଦ ହେଉଛି ଅଥୟ
ମନ ହେଉଛି ଅଥୟ
ମାନେନା ମନା…..
ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା
(ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା
ରେ-କାହ୍ନା ରେ-କାହ୍ନା
ରେ-କାହ୍ନା କାହ୍ନା କାହ୍ନା)

Jamuna Jibaku Mate Hoichhi Mana Odia Song Lyrics In Odia Language


Thank You


Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00