Loading...

299 Big Street, Govindpur, India

Open daily 10:00 AM to 10:00 PM

Tuma Pari Prabhu Thau Odia Song Lyrics In Odia Font

ଭଜନ

ODIA SONG LYRICS

ତୁମ ପରି ପ୍ରଭୁ ଥାଉ ଥାଉ

Tuma Pari Prabhu Thau Odia Song Lyrics In Odia Font

ତୁମ ପରି ପ୍ରଭୁ ଥାଉ ଥାଉ
ତୁମ ପରି ପ୍ରଭୁ ଥାଉ ଥାଉ
କାହିଁକି ଯିବି ମୁଁ ଗଙ୍ଗା ଗୋଦାବରୀ
କାହିଁକି ଯିବି ମୁଁ ଗଙ୍ଗା ଗୋଦାବରୀ
କେଉଁ ପୁଣ୍ୟ ପାଇଁ ଆଉ…
ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ
ମହାବାହୁ…..
ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ
ତୁମ ପରି ପ୍ରଭୁ ଥାଉ ଥାଉ
ତୁମ ପରି ପ୍ରଭୁ ଥାଉ ଥାଉ


ଶରଧା ବାଲିରେ ଗଡି ଯାଉଥିବି
ଭକତଙ୍କ ମେଳେ ରହି
ସିଂହଦ୍ୱାରେ ବେତ ମାଡ ଖାଉଥିବି
ତୁମ ନାମ ଗାଇ ଗାଇ
ଶରଧା ବାଲିରେ ଗଡି ଯାଉଥିବି
ଭକତଙ୍କ ମେଳେ ରହି
ସିଂହଦ୍ୱାରେ ବେତ ମାଡ ଖାଉଥିବି
ତୁମ ନାମ ଗାଇ ଗାଇ
ମନ୍ଦିର ବେଢାରେ କୈବଲ୍ୟ କଣିକା
ମନ୍ଦିର ବେଢାରେ କୈବଲ୍ୟ କଣିକା
ମୋ ଭାଗ୍ୟରେ ଲେଖା ହେଉ…
ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ
ମହାବାହୁ…..
ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ


ବାଇଶି ପାହାଚେ ନାଚି ଯାଉଥିବି
ନୀଳଚକ୍ର ବାନା ଚାହିଁ
କଳା ଶ୍ରୀମୁଖକୁ ନିତି ଦେଖୁଥିବି
ଗରୁଡ ପଛରେ ଥାଇ
ବାଇଶି ପାହାଚେ ନାଚି ଯାଉଥିବି
ନୀଳଚକ୍ର ବାନା ଚାହିଁ
କଳା ଶ୍ରୀମୁଖକୁ ନିତି ଦେଖୁଥିବି
ଗରୁଡ ପଛରେ ଥାଇ
କି ହୋଇବ ଧନ ଅବା ଗୌରବ
କି ହୋଇବ ଧନ ଅବା ଗୌରବ
କେଉଁ ସୁଖ ପାଇଁ ଆଉ…
ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ
ମହାବାହୁ…..
ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ

ତୁମ ପରି ପ୍ରଭୁ ଥାଉ ଥାଉ
ତୁମ ପରି ପ୍ରଭୁ ଥାଉ ଥାଉ
କାହିଁକି ଯିବି ମୁଁ ଗଙ୍ଗା ଗୋଦାବରୀ
କାହିଁକି ଯିବି ମୁଁ ଗଙ୍ଗା ଗୋଦାବରୀ
କେଉଁ ପୁଣ୍ୟ ପାଇଁ ଆଉ…
ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ
ମହାବାହୁ…..
ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ
ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ
ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ

Tuma Pari Prabhu Thau Thau Odia Song Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00