Loading...

299 Big Street, Govindpur, India

Open daily 10:00 AM to 10:00 PM

Jane thila raja Your Astrology Guru Lyrics in odia language

Suresh Wadekar

Your Astrology Guru Lyrics

ଜଣେ ଥିଲା ରାଜା ଜଣେ ଥିଲା ରାଣୀ
ଗପ ନୁହେଁ ଏତ ସତ ଏ କାହାଣୀ

Jane Thila Raja Jane Thila Rani Your Astrology Guru Lyrics In Odia Language

ଜଣେ ଥିଲା ରାଜା ଜଣେ ଥିଲା ରାଣୀ
ଗପ ନୁହେଁ ଏତ ସତ ଏ କାହାଣୀ
ଯେବେ ସଞ୍ଜ ଗଡେରେ ରାଣୀ ସଜ ହୁଏରେ
ଯେବେ ସଞ୍ଜ ଗଡେରେ ରାଣୀ ସଜ ହୁଏରେ
ବାଟ ଚାହିଁ ବସୁଥିଲା ଟାଣି ଓଢଣୀ
ଜଣେ ଥିଲା ରାଜା ଜଣେ ଥିଲା ରାଣୀ
ଗପ ନୁହେଁ ଏତ ସତ ଏ କାହାଣୀ



ଜଣକୁ ନଦେଖି ଜଣେ ଢାଳୁଥିଲା ଆଖିରୁ ଲୁହ
ପାଖରେ ପାଇଲେ ହାଏ ଝରୁଥିଲା ପ୍ରୀତିର ସୁଅ
ଜଣକୁ ନଦେଖି ଜଣେ ଢାଳୁଥିଲା ଆଖିରୁ ଲୁହ
ପାଖରେ ପାଇଲେ ହାଏ ଝରୁଥିଲା ପ୍ରୀତିର ସୁଅ
ରାଣୀ ରଜା କୋଳରେ ଦେଖେ ସ୍ବପ୍ନ ହଜାରେ
ରାଣୀ ରଜା କୋଳରେ ଦେଖେ ସ୍ବପ୍ନ ହଜାରେ
ସାଜିବାକୁ ରଜା ପୁଅ ବାଟ ଘରଣୀ
ଜଣେ ଥିଲା ରାଜା ଜଣେ ଥିଲା ରାଣୀ
ଗପ ନୁହେଁ ଏତ ସତ ଏ କାହାଣୀ



ଏମିତି ପ୍ରେମରେ ହାଏ ଲାଗିଗଲା କାହା ନଜର
ରାଜ କୁମାରକୁ ଛାଡି ରାଣୀ ହେଲା ଆଉ କାହାର
ଏମିତି ପ୍ରେମରେ ହାଏ ଲାଗିଗଲା କାହା ନଜର
ରାଜ କୁମାରକୁ ଛାଡି ରାଣୀ ହେଲା ଆଉ କାହାର
ରାଣୀ ଦେଲା ଧୋକାରେ ରାଜା କାନ୍ଦେ ଏକାରେ
ରାଣୀ ଦେଲା ଧୋକାରେ ରାଜା କାନ୍ଦେ ଏକାରେ
କାହିଁ ଗଲୁ ରାଣୀ ମୋର ଖାଲି ବାହୁନି
ଜଣେ ଥିଲା ରାଜା ଜଣେ ଥିଲା ରାଣୀ
ଗପ ନୁହେଁ ଏତ ସତ ଏ କାହାଣୀ
ଯେବେ ସଞ୍ଜ ଗଡେରେ ରାଣୀ ସଜ ହୁଏରେ
ଯେବେ ସଞ୍ଜ ଗଡେରେ ରାଣୀ ସଜ ହୁଏରେ
ବାଟ ଚାହିଁ ବସୁଥିଲା ଟାଣି ଓଢଣୀ

ଜଣେ ଥିଲା ରାଜା ଜଣେ ଥିଲା ରାଣୀ
ଲେଖି ଦେଇଗଲା ଲୁହର କାହାଣୀ

Jane Thila Raja Jane Thila Rani Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00