Loading...

299 Big Street, Govindpur, India

Open daily 10:00 AM to 10:00 PM

Janha Raijare Jagate Your Astrology Guru Lyrics In Odia Language

Suresh Wadekar

Your Astrology Guru Lyrics

ଜହ୍ନ ରାଇଜରେ ଜାଗାଟେ କିଣିଛି
ତାରା ଫୁଲରେ ଘରଟେ କରିଛି

Janha Raijare Jagate Kinichhi Your Astrology Guru Lyrics In Odia Language

ଜହ୍ନ ରାଇଜରେ ଜାଗାଟେ କିଣିଛି
ତାରା ଫୁଲରେ ଘରଟେ କରିଛି

ଜହ୍ନ ରାଇଜରେ ଜାଗାଟେ କିଣିଛି
ତାରା ଫୁଲରେ ଘରଟେ କରିଛି
ଜହ୍ନ ରାଇଜରେ ଜାଗାଟେ କିଣିଛି
ତାରା ଫୁଲରେ ଘରଟେ କରିଛି
ସେଇ ଛୋଟ ଘରେ ତୁମ ସାଥିରେ
ସେଇ ଛୋଟ ଘରେ ତୁମ ସାଥିରେ
ରହିବାକୁ ଦୁନିଆକୁ କହି ଦେଇଛି
ଜହ୍ନ ରାଇଜରେ ଜାଗାଟେ କିଣିଛି
ତାରା ଫୁଲରେ ଘରଟେ କରିଛି



ସୁରୁଜ ହେବ ସିନ୍ଦୂର ଟୋପା
ପିନ୍ଧେଇବି ହସି ହସି
ଓ ହୋ ହୋ ଓଢଣା ଖୋଲି ଗଭାରେ ତୁମ
ପାରିଜାତ ଦେବି ଖୋସି
ଜହ୍ନ ଜୋଛନାରେ ତୁମ ଓଠରେ
ଜହ୍ନ ଜୋଛନାରେ ତୁମ ଓଠରେ
ମିଳନର ମଧୁ ଗୀତି ଲେଖିବି କିଛି
ଜହ୍ନ ରାଇଜରେ ଜାଗାଟେ କିଣିଛି
ତାରା ଫୁଲରେ ଘରଟେ କରିଛି



ମେଘ ଦୋଳିରେ ଝୁଲିବା ବସି
ସପନରେ ଭାସି ଭାସି
ଓ…କାନିରେ ତୁମ ଆଣି ମୁଁ ଦେବି
ସରଗର ସବୁ ଖୁସି
ଜିଇଁ ରହିଥିବା ଯୁଗ ଯୁଗକୁ
ଜିଇଁ ରହିଥିବା ଯୁଗ ଯୁଗକୁ
ମନ ଖୋଲି ହସୁଥିବା ମୁକୁତା ବିଞ୍ଚି
ଜହ୍ନ ରାଇଜରେ ଜାଗାଟେ କିଣିଛି
ତାରା ଫୁଲରେ ଘରଟେ କରିଛି
ସେଇ ଛୋଟ ଘରେ ତୁମ ସାଥିରେ
ସେଇ ଛୋଟ ଘରେ ତୁମ ସାଥିରେ
ରହିବାକୁ ଦୁନିଆକୁ କହି ଦେଇଛି



Janha Raijare Jagate Kinichhi Your Astrology Guru Lyrics In Odia Language



Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00