Loading...

299 Big Street, Govindpur, India

Open daily 10:00 AM to 10:00 PM

Jebe Prana Jiba Mora Your Astrology Guru Lyrics In Odia Font

Sonu Nigam

Your Astrology Guru Lyrics

ଯେବେ ପ୍ରାଣ ଯିବ ମୋର ଚାଲି
ରଖିଥିବି ଆଖି ମୋର ଖୋଲି

Jebe Prana Jiba Mora Chali Your Astrology Guru Lyrics In Odia Font

ଯେବେ ପ୍ରାଣ ଯିବ ମୋର ଚାଲି
ରଖିଥିବି ଆଖି ମୋର ଖୋଲି
ଯେବେ ପ୍ରାଣ ଯିବ ମୋର ଚାଲି
ଏଇ ଜନମରେ ଶେଷ ଥର ପାଇଁ
ସିଂହଦ୍ୱାରେ ରହି କାଳିଆକୁ ଚାହିଁ
ସ୍ୱର୍ଗଦ୍ୱାର ମୁଁ ଯେ ଯିବି ଚାଲି
କାଳିଆକୁ ଚାହିଁ ଯିବି ଚାଲି
ସ୍ୱର୍ଗଦ୍ୱାର ମୁଁ ଯେ ଯିବି ଚାଲି
ଯେବେ ପ୍ରାଣ ଯିବ ମୋର ଚାଲି
ରଖିଥିବି ଆଖି ମୋର ଖୋଲି



ଏଇ ବଡଦାଣ୍ଡେ କେତେ ମୁଁ ଚାଲିଚି
ଆଉ ଚାଲି ନ ପାରିବି
ବାଇଶି ପାହାଚ କେତେ ମୁଁ ଚଢ଼ିଚି
ଆଉ ଚଢି ନ ପାରିବି
ଏଇ ବଡଦାଣ୍ଡେ କେତେ ମୁଁ ଚାଲିଚି
ଆଉ ଚାଲି ନ ପାରିବି
ବାଇଶି ପାହାଚ କେତେ ମୁଁ ଚଢ଼ିଚି
ଆଉ ଚଢି ନ ପାରିବି
ଏଇ ଜନମରେ ଶେଷ ଥର ପାଇଁ
ଗୀତା ପଦେ ଶୁଣି ଢ଼ୋକି ଗଙ୍ଗା ପାଣି
କୋକେଇରେ ଯିବି ମୁଁ ଯେ ଚାଲି
କାଳିଆକୁ ଚାହିଁ ଯିବି ଚାଲି
ସ୍ୱର୍ଗଦ୍ୱାର ମୁଁ ଯେ ଯିବି ଚାଲି
ଯେବେ ପ୍ରାଣ ଯିବ ମୋର ଚାଲି
ରଖିଥିବି ଆଖି ମୋର ଖୋଲି



ରକ୍ତ ସିଂହାସନେ ଚକାନୟନକୁ
ଆଉ ଦେଖି ନ ପାରିବି
ଆନନ୍ଦ ବଜାରେ ଅଭଢ଼ା ଗଣ୍ଡିଏ
ଆଉ ଭୁଞ୍ଜି ନପାରିବି
ରକ୍ତ ସିଂହାସନେ ଚକାନୟନକୁ
ଆଉ ଦେଖି ନ ପାରିବି
ଆନନ୍ଦ ବଜାରେ ଅଭଢ଼ା ଗଣ୍ଡିଏ
ଆଉ ଭୁଞ୍ଜି ନ ପାରିବି
ଏଇ ଜନମରେ ଶେଷ ଥର ପାଇଁ
ନିରିମାଲ୍ୟା ପାଇ ବାଲି ଶେଜେ ଶୋଇ
ସବୁ ଛାଡି ମୁଁ ଯେ ଯିବି ଚାଲି
କାଳିଆକୁ ଚାହିଁ ଯିବି ଚାଲି
ସ୍ୱର୍ଗଦ୍ୱାର ମୁଁ ଯେ ଯିବି ଚାଲି

ଯେବେ ପ୍ରାଣ ଯିବ ମୋର ଚାଲି
ରଖିଥିବି ଆଖି ମୋର ଖୋଲି
ଯେବେ ପ୍ରାଣ ଯିବ ମୋର ଚାଲି
ଏଇ ଜନମରେ ଶେଷ ଥର ପାଇଁ
ସିଂହଦ୍ୱାରେ ରହି କାଳିଆକୁ ଚାହିଁ
ସ୍ୱର୍ଗଦ୍ୱାର ମୁଁ ଯେ ଯିବି ଚାଲି
କାଳିଆକୁ ଚାହିଁ ଯିବି ଚାଲି
ସ୍ୱର୍ଗଦ୍ୱାର ମୁଁ ଯେ ଯିବି ଚାଲି
ଯେବେ ପ୍ରାଣ ଯିବ ମୋର ଚାଲି
ରଖିଥିବି ଆଖି ମୋର ଖୋଲି


Jebe Prana Jiba Mora Chali Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00