Table of Contents
Your Astrology Guru Lyrics
ଯେବେ ସିନ୍ଦୁର ମିଳିବ ନାହିଁ ହାଟରେ
Jebe Sindura Miliba Nahi Hatare Your Astrology Guru Lyrics In Odia Language
ଯେବେ ସିନ୍ଦୁର ମିଳିବ ନାହିଁ ହାଟରେ
ଯେବେ ସିନ୍ଦୁର ମିଳିବ ନାହିଁ ହାଟରେ
ମୋ ଛାତିର ସବୁ ରକତ ନିଗାଡ଼ି
ପିନ୍ଧେଇ ଦେବି ତୋ ମଥାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଯେବେ ଅଳତା ମିଳିବ ନାହିଁ ହାଟରେ
ଯେବେ ଅଳତା ମିଳିବ ନାହିଁ ହାଟରେ
ମୋ ଛାତିର ସବୁ ରକତ ନିଗାଡ଼ି
ପିନ୍ଧେଇ ଦେବି ତୋ ପାଦରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ତତେ କେତେ ଭଲ ପାଏ କହି ମୁଁ ପାରେନା
ଯେତେ କହିଲେ ବି ହାଏ ଏ ମନ ମାନେନା
ମନ ମୁଁ ଦେଇଚି ତତେ ପ୍ରଥମ ଦେଖାରେ
ଜୀବନ ବି ତତେ ଦେବି ମାଗିଲେ ତୁ ଥରେ
ଯେବେ ମେହେନ୍ଦି ମିଳିବ ନାହିଁ ହାଟରେ
ଯେବେ ମେହେନ୍ଦି ମିଳିବ ନାହିଁ ହାଟରେ
ମୋ ଛାତିର ସବୁ ରକତ ନିଗାଡ଼ି
ଲଗେଇ ଦେବି ତୋ ହାତରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଛାତି ମୋର ଚିରିଦେଇ ଦେଖିପାରୁ ପ୍ରିୟା
କେବେଠାରୁ ହୃଦୟରେ ଲେଖା ତୋର ନାଆଁ
ତୋ ନାଆଁ ରେ ମୋ ଦିନ ମୋ ରାତି ସରେ
ଜିତେଇବା ପାଇଁ ତତେ ଜାଣି ଜାଣି ହାରେ
ଯେବେ ଅଭିର ମିଳିବ ନାହିଁ ହାଟରେ
ଯେବେ ଅଭିର ମିଳିବ ନାହିଁ ହାଟରେ
ମୋ ଛାତିର ସବୁ ରକତ ନିଗାଡ଼ି
ରଙ୍ଗ ଖେଳିବି ତୋ ସାଥିରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଯେବେ ସିନ୍ଦୁର ମିଳିବ ନାହିଁ ହାଟରେ
ଯେବେ ସିନ୍ଦୁର ମିଳିବ ନାହିଁ ହାଟରେ
ମୋ ଛାତିର ସବୁ ରକତ ନିଗାଡ଼ି
ପିନ୍ଧେଇ ଦେବି ତୋ ମଥାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଯେବେ ଅଳତା ମିଳିବ ନାହିଁ ହାଟରେ
ଯେବେ ଅଳତା ମିଳିବ ନାହିଁ ହାଟରେ
ମୋ ଛାତିର ସବୁ ରକତ ନିଗାଡ଼ି
ପିନ୍ଧେଇ ଦେବି ତୋ ପାଦରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ