Loading...

299 Big Street, Govindpur, India

Open daily 10:00 AM to 10:00 PM

Jebe sindura miliba nahi Your Astrology Guru Lyrics in odia language

Suresh Wadekar

Your Astrology Guru Lyrics

ଯେବେ ସିନ୍ଦୁର ମିଳିବ ନାହିଁ ହାଟରେ


Jebe Sindura Miliba Nahi Hatare Your Astrology Guru Lyrics In Odia Language

ଯେବେ ସିନ୍ଦୁର ମିଳିବ ନାହିଁ ହାଟରେ
ଯେବେ ସିନ୍ଦୁର ମିଳିବ ନାହିଁ ହାଟରେ
ମୋ ଛାତିର ସବୁ ରକତ ନିଗାଡ଼ି
ପିନ୍ଧେଇ ଦେବି ତୋ ମଥାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଯେବେ ଅଳତା ମିଳିବ ନାହିଁ ହାଟରେ
ଯେବେ ଅଳତା ମିଳିବ ନାହିଁ ହାଟରେ
ମୋ ଛାତିର ସବୁ ରକତ ନିଗାଡ଼ି
ପିନ୍ଧେଇ ଦେବି ତୋ ପାଦରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ

ତତେ କେତେ ଭଲ ପାଏ କହି ମୁଁ ପାରେନା
ଯେତେ କହିଲେ ବି ହାଏ ଏ ମନ ମାନେନା
ମନ ମୁଁ ଦେଇଚି ତତେ ପ୍ରଥମ ଦେଖାରେ
ଜୀବନ ବି ତତେ ଦେବି ମାଗିଲେ ତୁ ଥରେ
ଯେବେ ମେହେନ୍ଦି ମିଳିବ ନାହିଁ ହାଟରେ
ଯେବେ ମେହେନ୍ଦି ମିଳିବ ନାହିଁ ହାଟରେ
ମୋ ଛାତିର ସବୁ ରକତ ନିଗାଡ଼ି
ଲଗେଇ ଦେବି ତୋ ହାତରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ


ଛାତି ମୋର ଚିରିଦେଇ ଦେଖିପାରୁ ପ୍ରିୟା
କେବେଠାରୁ ହୃଦୟରେ ଲେଖା ତୋର ନାଆଁ
ତୋ ନାଆଁ ରେ ମୋ ଦିନ ମୋ ରାତି ସରେ
ଜିତେଇବା ପାଇଁ ତତେ ଜାଣି ଜାଣି ହାରେ
ଯେବେ ଅଭିର ମିଳିବ ନାହିଁ ହାଟରେ
ଯେବେ ଅଭିର ମିଳିବ ନାହିଁ ହାଟରେ
ମୋ ଛାତିର ସବୁ ରକତ ନିଗାଡ଼ି
ରଙ୍ଗ ଖେଳିବି ତୋ ସାଥିରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ


ଯେବେ ସିନ୍ଦୁର ମିଳିବ ନାହିଁ ହାଟରେ
ଯେବେ ସିନ୍ଦୁର ମିଳିବ ନାହିଁ ହାଟରେ
ମୋ ଛାତିର ସବୁ ରକତ ନିଗାଡ଼ି
ପିନ୍ଧେଇ ଦେବି ତୋ ମଥାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଯେବେ ଅଳତା ମିଳିବ ନାହିଁ ହାଟରେ
ଯେବେ ଅଳତା ମିଳିବ ନାହିଁ ହାଟରେ
ମୋ ଛାତିର ସବୁ ରକତ ନିଗାଡ଼ି
ପିନ୍ଧେଇ ଦେବି ତୋ ପାଦରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ
ଆରେ ଆ ରେ ଆ ମୋ ପ୍ରିୟାରେ

Jebe Sindura Miliba Nahi Hatare Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00