Loading...

299 Big Street, Govindpur, India

Open daily 10:00 AM to 10:00 PM

Jharaka Bate Chahan Na Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ଜହ୍ନରେ….
ଝରକା ବାଟେ ଚାହାଁ ନା

Jharaka Bate Chahan Na Your Astrology Guru Lyrics In Odia Language


ଜହ୍ନରେ….
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା
ମୋ ପ୍ରିୟା ଖୋଲୁନି ତା ମୁହଁରୁ
ପ୍ରିୟା ଖୋଲୁନି ତା ମୁହଁରୁ ଜମା ଓଢଣା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା










ସାକ୍ଷୀ ହୋଇ ଦୀପଟିଏ ଜଳେ ନିରବରେ
ଅଳ୍ପ ଦିଶେ ପ୍ରିୟା ମୁହଁ ହେ ସେଇ ଆଲୁଅରେ
ସେଇ ଆଲୁଅରେ
ସେ ମୁହଁକୁ ଦେଖିବାକୁ ଆସିଚି ଏ ରାତି
ଘୁଞ୍ଚିଯାଏ ତତେ ଦେଖି ହେ ମୋ ନୂଆ ସାଥି
ମୋ ନୂଆ ସାଥି
ସେ ଝିଅ ନୁହେଁରେ ଫୁଲ ବନର
ସେ ଝିଅ ନୁହେଁରେ ଫୁଲ ବନର
ଲାଜ ଝରଣା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା









ପାରିଜାତ ପାଖୁଡାରେ ହସୁଚି ଏ ଶେଜ
ମୋଠୁ ମତେ ପ୍ରିୟା ମୋର ହେଇଚିରେ ସଜ
ହେଇଚିରେ ସଜ
ତୁ ଦେଖିଲେ ମୋ ପ୍ରିୟାକୁ ଯିବରେ ଝାଉଁଳି
ଡର ଲାଗେ ଫୁଲ କାଳେ ହେ ଯିବକି ମଉଳି
ଯିବକି ମଉଳି
ଯାଆ ତୁ ଆଜି ଆସିବୁ କାଲି
ଯାଆ ତୁ ଆଜି ଆସିବୁ କାଲି
ଖୋଜି ଠିକଣା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା


ଜହ୍ନରେ……
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା
ଝରକା ବାଟେ ଚାହାଁ ନା
ହେ ହେ ହେ ଆହା ହା ଲା ଲା ଲା
ହୁଁ ହୁଁ ହୁଁ ଆହା ଲା ଲା ଲା

Jharaka Bate Chahan Na Your Astrology Guru Lyrics In Odia Font




Jahnare
Jharaka Bate Chaha Na
Jharaka Bate Chaha Na
Jharaka Bate Chaha Na
Jharaka Bate Chaha Na
Mo Priya Kholuni Ta Muhnaru
Priya Kholuni Ta Muhnaru Jama Odhana
Jharaka Bate Chaha Na
Jharaka Bate Chaha Na
Jharaka Bate Chaha Na
Jharaka Bate Chaha Na
Sakhi Hoi Dipatia Jale Nirabare
Alpa Dise Priya Muhna He Sei Aluare
Sei Aluare
Se Muhnaku Dekhibaku Asichi A Rati
Ghunchijae Tate Dekhi He Mo Nua Sathi
Mo Nua Sathi
Se Jhia Nuhere Fula Banara
Se Jhia Nuhere Fula Banara
Laja Jharana
Jharaka Bate Chaha Na
Jharaka Bate Chaha Na
Jharaka Bate Chaha Na
Jharaka Bate Chaha Na
Parijata Pakhudare Hasuchi A Seja
Mothu Mate Priya Mora Heichire Saja
Heichire Saja
Tu Dekhile Mo Priyaku Jibare Jhaunli
Dara Lage Fula Kale He Jibaki Mauli
Jibaki Mauli
Jaaa Tu Aji Asibu Kali
Jaaa Tu Aji Asibu Kali
Khoji Thikana
Jharaka Bate Chaha Na
Jharaka Bate Chaha Na
Jharaka Bate Chaha Na
Jharaka Bate Chaha Na
Jahnare
Jharaka Bate Chaha Na
Jharaka Bate Chaha Na
Jharaka Bate Chaha Na
Jharaka Bate Chaha Na
He He He Aha Ha La La La
Hun Hun Hun Aha La La La




Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00