Loading...

299 Big Street, Govindpur, India

Open daily 10:00 AM to 10:00 PM

paichi bhala tate mu Your Astrology Guru Lyrics in odia language

Babushan

Your Astrology Guru Lyrics

ପାଇଚି ଭଲ ତତେ ମୁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା

paichi bhala tate mu Your Astrology Guru Lyrics in odia language


ପାଇଚି ଭଲ ତତେ ମୁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
କରିଚି ମତେ ଅଲଗା ମୋ ଦୁନିଆ
ଦେଖିଲେ ଦେଖିଯା ପ୍ରିୟା
ଦେଖିଲେ ଦେଖିଯା ପ୍ରିୟା
ସବୁ ବାଟେ ସବୁ ମୋଡେ
ସ୍ମୁତି ତୋର ବାଟ ଘେରେ
ସବୁଠି ତୋରି ଛୁଆଁ….
ପାଇଚି ଭଲ ତତେ ମୁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ପ୍ରିୟା….ପ୍ରିୟା….ପ୍ରିୟା….
ଥିଲି ମୁ ଏକା ବାଆଁରା ପକ୍ଷୀ
ହାତ ବଢ଼େଇ କାଇଁ ଡାକି ଆଣିଲୁ ମତେ
ଦେଲୁ ଏମିତି ପ୍ରେମ ଶିଖେଇ
ଯେତେ ଚାହିଁଲେ ଭୁଲି ମୁ ପାରୁନି ତତେ
ମନ ଆଜି ଆନମନା
ତୋ ବିନା ଶୁନା ଶୁନା
କୁହୁଳେ ଛାତିରେ ଧୂଆଁ….
ପାଇଚି ଭଲ ତତେ ମୁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ବାଟ ସରୁନି ପାଦ ଚାଲୁଚି
ମତେ ଲାଗୁଚି ଠିକଣା ହଜିଚି ସତେ
ଓ..ରାତି ପାହୁନି ସ୍ବପ୍ନ ଆସୁନି
ଆଖି ଜାଣିନି ଲୁହର ଓଜନ କେତେ
ପ୍ରେମ କାଲି ଥିଲା ମୋର
ଲାଗେ ଆଜି ବହୁ ଦୂର
ଅସରା ସ୍ମୁତିର ଛୁଆଁ….
ପାଇଚି ଭଲ ତତେ ମୁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ଦେଖିଲେ ଦେଖିଯା ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
««««ଛାଡି ଯାଇଥିଲୁ ମତେ ତୁ ଯଉଠି
ସେଇଠି ହେଇଚି ଠିଆ
ସେଥିପାଇଁ ବୋଧେ ପାନ୍ଥ ଦୀପ ତଳେ
ତୋ ନା ଦେଇଚି ପ୍ରିୟା ପ୍ରିୟା ପ୍ରିୟା»»»»


paichi bhala tate mu Your Astrology Guru Lyrics in odia language



Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00