Loading...

299 Big Street, Govindpur, India

Open daily 10:00 AM to 10:00 PM

Tu Mo Jibanara Sare Gama Your Astrology Guru Lyrics In Odia Font

Human Sagar

Your Astrology Guru Lyrics

ସାତ ସୁରେ ସାଇତା ମୋ ଜୀବନରେ

Tu Mo Jibanara Sa Re Ga Ma Your Astrology Guru Lyrics In Odia Language

ସାତ ସୁରେ ସାଇତା ମୋ ଜୀବନରେ
ତୁ ଭରିଦେଲୁ ରାଗ
ଫଗୁଣରେ ଫିକା ଥିଲା ମୋ ଆକାଶ
ବୋଳି ଦେଲୁ ପ୍ରେମ ରଙ୍ଗ
ତୁ ଗୀତ ନା କବିତା
କୋଉ ଗପ ବହିର କଥା
ଭୋଲି ଭାଲି ରାଣୀ
କରି ଦେଲୁ ଗୁଣି
ହେଇ ଗଲି ତୋ ଦିୱାନା
ତୁ ତୁ ତୁ ତୁ
ତୁ ମୋ ଜୀବନର ସାରେ ଗାମା
ସାରେ ଗାମା ସାରେ ଗାମା
ତୁ ମୋ ଜୀବନର ସାରେ ଗାମା
ସାରେ ଗାମା ସାରେ ଗାମା



ଜହ୍ନ ମାମୁଁ କାଇଁ
ତତେ ଦେଖେ ଲୁଚି ଲୁଚି
ଅପ୍ସରୀ ଠୁ ଅଧିକ ତୁ ନା
ଆଉ ଗୋଟେ କିଛି
ହୋ ହଂସିନୀଟା କାଇଁ
ତତେ ଦେଖିଲେ ଜଳୁଛି
ତତେ କିଏ ଗଢ଼ିଥିଲା
ତା ଠିକଣା ମତେ ମାଗୁଛି
ତୁ ଫୁଲଠୁ ଫୁଲେଇ
ଲାଜକୁଳି ଠୁ ଲାଜେଇ
ଆସ୍ତେ ଆସ୍ତେ ଆସି
ଦେଲୁ ତୁ ଆଉଁସି
ନିଜ ପାଖେ ହେଲି ମୁଁ ଅଚିନ୍ହା
ତୁ ତୁ ତୁ ତୁ
ତୁ ମୋ ଜୀବନର ସାରେ ଗାମା
ସାରେ ଗାମା ସାରେ ଗାମା
ତୁ ମୋ ଜୀବନର ସାରେ ଗାମା
ସାରେ ଗାମା ସାରେ ଗାମା



କି ଯାଦୁ କରିଛୁ
ମାୟା ମୋହିନୀ ତୁ କହ
ଝାପ୍ସା ଦିଶେ ଦୁନିଆଟା
ସଫା ଖାଲି ତୋ ମୁହଁ
ହାଏ ତୋ ବିନା କାହିଁକି
ଇନ୍ଦ୍ରଧନୁ ଲାଗେ ଫିକା
ପୁନେଇଁଟା ଅନ୍ଧାରୁଆ
ଗହଳି ଲାଗୁଛି ଫାଙ୍କା
ବଞ୍ଚି ପାରେନା ମୁଁ ତୋ ବିନା
କଣ କଲୁ ତୁ କହନା
ଜାଣିଥା ତୁ ସାଥି
ତୋ ପାଖେ ସରିଛି ମୋ
ଆୟୁଷର ପରିସିମା
ତୁ ତୁ ତୁ ତୁ
ତୁ ମୋ ଜୀବନର ସାରେ ଗାମା
ସାରେ ଗାମା ସାରେ ଗାମା
ତୁ ମୋ ଜୀବନର ସାରେ ଗାମା
ସାରେ ଗାମା ସାରେ ଗାମା
ତୁ ମୋ ଜୀବନର ସାରେ ଗାମା
ସାରେ ଗାମା ସାରେ ଗାମା

Tu Mo Jibanara Sa Re Ga Ma Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00