Your Astrology Guru Lyrics
କେରି କେରି ସୁନା ଦୁବ
Keri Keri Suna Duba Your Astrology Guru Lyrics In Odia Language
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
ଶ୍ରୀଜଗନ୍ନାଥଙ୍କୁ ସୁମରଣ କଲେ
ଶ୍ରୀଜଗନ୍ନାଥଙ୍କୁ ସୁମରଣ କଲେ
ସବୁ ଅନୁକୂଳ ହୁଏ ଶୁଭ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
ବଡ ଅନୁଭବୀ ଠାକୁର ସିଏ ଲୋ
କଥା ପଚାରିଲେ ଉତ୍ତର ଦିଏ ଲୋ
ବଡ ଅନୁଭବୀ ଠାକୁର ସିଏ ଲୋ
କଥା ପଚାରିଲେ ଉତ୍ତର ଦିଏ ଲୋ
ତା ମହିମା କଥା ଜାଣେତ ଜଗତ
ସେ ଲାଗି ପରା ସେ ଜଗତର ନାଥ
ଦେଖି ଦେଖି ବଢେ ଲୋଭ ଲୋ ସଜନୀ
ଦେଖି ଦେଖି ବଢେ ଲୋଭ
ଦେଖି ଦେଖି ବଢେ ଲୋଭ ଲୋ ସଜନୀ
ଦେଖି ଦେଖି ବଢେ ଲୋଭ
କଳା ଶ୍ରୀମୁଖ ଗୋ ଆଖିର ପଲକ
କଳା ଶ୍ରୀମୁଖ ଗୋ ଆଖିର ପଲକ
ତାପରି କିଏ ସେ ଆଉ ହେବ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
ନୀଳାଚଳ ଧାମେ ଦେଉଳ ତାର ଲୋ
ଭକତଙ୍କୁ ଟାଣେ ତାହାରି ଡୋର ଲୋ
ନୀଳାଚଳ ଧାମେ ଦେଉଳ ତାର ଲୋ
ଭକତଙ୍କୁ ଟାଣେ ତାହାରି ଡୋର ଲୋ
ଆପଦେ ବିପଦେ ହୁଏ ସେ ସାହାତ
ରତନ ବେଦୀରୁ ବଢ଼ଇ ତା ହାତ
ଡାକି ଡାକି ବୁଝେ ଦୁଃଖ ଲୋ ସଜନୀ
ଡାକି ଡାକି ବୁଝେ ଦୁଃଖ
ଡାକି ଡାକି ବୁଝେ ଦୁଃଖ ଲୋ ସଜନୀ
ଡାକି ଡାକି ବୁଝେ ଦୁଃଖ
ଭାବ ବିନୋଦିଆ ଠାକୁର ସିଏ ଲୋ
ଭାବ ବିନୋଦିଆ ଠାକୁର ସିଏ ଲୋ
ଭକତଟି ତାର ବଡ ହବ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
ଶ୍ରୀଜଗନ୍ନାଥଙ୍କୁ ସୁମରଣ କଲେ
ଶ୍ରୀଜଗନ୍ନାଥଙ୍କୁ ସୁମରଣ କଲେ
ସବୁ ଅନୁକୂଳ ହୁଏ ଶୁଭ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
Keri Keri Suna Duba Your Astrology Guru Lyrics In Odia Language
Thank You