Table of Contents
Your Astrology Guru Lyrics
Khola Rakhithibu Singha Duara Your Astrology Guru Lyrics In Odia Language
ଖୋଲା ରଖିଥିବୁ ସିଂହ ଦୁଆର ତୋର
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର
କାଳିଆରେ ତୋ ଦୁଆରେ
କାଳିଆରେ ତୋ ଦୁଆରେ
ଏଇ ଶେଷ ମାଗୁଣି ମୋର ହାଏ
ଖୋଲା ରଖିଥିବୁ ସିଂହ ଦୁଆର ତୋର
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର
ଦିଶି ଯାଉଥିବ ପତିତ ପାବନ
ଭାସି ଆସୁଥିବ ତୁଳସୀ ଚନ୍ଦନ
ଶବ ହେଉ ପଛେ ଶୁଣୁଥିବ କାନ
ବଡ ଦେଉଳର ଭଜନ କୀର୍ତ୍ତନ
ପାପ ଥାଉ ପୁଣ୍ୟ ଥାଉ
ପାପ ଥାଉ ପୁଣ୍ୟ ଥାଉ
ରଖିବୁନି ବାଛ ବିଚାରରେ
ଖୋଲା ରଖିଥିବୁ ସିଂହ ଦୁଆର ହାଏ
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର
ପଛେ ଶୁଭୁଥିବ ରାମ ନାମ ସତ୍ୟ
ସତ୍ୟର ସ୍ୱରୂପ ତୁହି ଜଗନ୍ନାଥ
ଚାଲି ଯାଉଥିବେ ମୋ ଶବ ବାହାକ
ଅନ୍ତରେ ଉଚ୍ଚାରି ଜୟ ଜଗନ୍ନାଥ
ଗଲା ପରେ ଭାବିବୁରେ
ଗଲା ପରେ ଭାବିବୁରେ
ଗଲା ଜଣେ କେହି ନିଜରରେ
ଖୋଲା ରଖିଥିବୁ ସିଂହ ଦୁଆର ତୋର
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର
ଖୋଲା ରଖିଥିବୁ ସିଂହ ଦୁଆର
ଖୋଲା ରଖିଥିବୁ ସିଂହ ଦୁଆର ହାଏ
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର
କାଳିଆରେ ତୋ ଦୁଆରେ
କାଳିଆରେ ତୋ ଦୁଆରେ
ଏଇ ଶେଷ ମାଗୁଣି ମୋର ହାଏ
ଖୋଲା ରଖିଥିବୁ ସିଂହ ଦୁଆର ହାଏ
ଖୋଲା ରଖିଥିବୁ ସିଂହ ଦୁଆର
ଖୋଲା ରଖିଥିବୁ ସିଂହ ଦୁଆର ହାଏ
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର
Khola Rakhithibu Singha Duara Your Astrology Guru Lyrics In Odia Language
Thank You