Loading...

299 Big Street, Govindpur, India

Open daily 10:00 AM to 10:00 PM

Mahabharatare Janami Thila Se Your Astrology Guru Lyrics In Odia Language

Sricharan Mohanty

Your Astrology Guru Lyrics

ମହାଭାରତରେ ଜନମି ଥିଲା ସେ
ଝିଅଟିର ନାଁ ଗୀତା

Mahabharatare Janami Thila Se Your Astrology Guru Lyrics In Odia Language

ମହାଭାରତରେ ଜନମି ଥିଲା ସେ
ଝିଅଟିର ନାଁ ଗୀତା
ମହାଭାରତରେ ଜନମି ଥିଲା ସେ
ଝିଅଟିର ନାଁ ଗୀତା
ଭଗବାନ କୃଷ୍ଣ ମାନସ ନନ୍ଦିନୀ
ଭଗବାନ କୃଷ୍ଣ ମାନସ ନନ୍ଦିନୀ
ଲଳିତା ଲବଙ୍ଗ ଲତା
ଝିଅଟିର ନାଁ ଗୀତା
ହାଏରେ ଝିଅଟିର ନାଁ ଗୀତା



ଅନ୍ଧ ଅର୍ଜୁନର ନୟନ ଜ୍ୟୋତି ସେ
ବେଦମତି ପୁଣ୍ୟବତୀ
ଅଙ୍ଗେ ଅଙ୍ଗେ ଯାର ଅମୃତ ଜୁଆର
ଦେବତା ତେତିଶ କୋଟି
ହେ ଅନ୍ଧ ଅର୍ଜୁନର ନୟନ ଜ୍ୟୋତି ସେ
ବେଦମତି ପୁଣ୍ୟବତୀ
ଅଙ୍ଗେ ଅଙ୍ଗେ ଯାର ଅମୃତ ଜୁଆର
ଦେବତା ତେତିଶ କୋଟି
ବିଷାଦରୁ ନିଏ ମୋକ୍ଷ ପଥକୁ
ବିଷାଦରୁ ନିଏ ମୋକ୍ଷ ପଥକୁ
ହୋଇ ସେ ଜଗତ ହିତା
ଝିଅଟିର ନାଁ ଗୀତା
ହାଏରେ ଝିଅଟିର ନାଁ ଗୀତା



ବିଷାଦରୁ ମୋକ୍ଷ ଅଠର ଅଧ୍ୟାୟ
ଅଠର ବୟସି ବାଳା
ସଂସାରୀ ଲୋକର ଜ୍ଞାନର ଭଣ୍ଡାର
ମୁନି ଜନ ଗଳା ମାଳା
ବିଷାଦରୁ ମୋକ୍ଷ ଅଠର ଅଧ୍ୟାୟ
ଅଠର ବୟସି ବାଳା
ସଂସାରୀ ଲୋକର ଜ୍ଞାନର ଭଣ୍ଡାର
ମୁନି ଜନ ଗଳା ମାଳା
ବୁଝିବା ଲୋକକୁ ତା ଭାବ ମଧୁର
ବୁଝିବା ଲୋକକୁ ତା ଭାବ ମଧୁର
ଅବୁଝା ଲୋକକୁ ପିତା
ଝିଅଟିର ନାଁ ଗୀତା
ହାଏରେ ଝିଅଟିର ନାଁ ଗୀତା

ମହାଭାରତରେ ଜନମି ଥିଲା ସେ
ଝିଅଟିର ନାଁ ଗୀତା
ମହାଭାରତରେ ଜନମି ଥିଲା ସେ
ଝିଅଟିର ନାଁ ଗୀତା
ଭଗବାନ କୃଷ୍ଣ ମାନସ ନନ୍ଦିନୀ
ଭଗବାନ କୃଷ୍ଣ ମାନସ ନନ୍ଦିନୀ
ଲଳିତା ଲବଙ୍ଗ ଲତା
ଝିଅଟିର ନାଁ ଗୀତା
ହାଏରେ ଝିଅଟିର ନାଁ ଗୀତା
ଝିଅଟିର ନାଁ ଗୀତା
ହାଏରେ ଝିଅଟିର ନାଁ ଗୀତା

Mahabharatare Janami Thila Se Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00