Table of Contents
Your Astrology Guru Lyrics
କିଏ ତୁମକୁ ଦେଲା ମୋ ହୃଦୟର ଠିକଣା
Kie Tumaku Dela Your Astrology Guru Lyrics In Odia Language
କିଏ ତୁମକୁ ଦେଲା ମୋ ହୃଦୟର ଠିକଣା
ତୁମେ ଥିଲ ଏକା ଏକା ମୁଁ ଥିଲି ଏକା ଏକା
ଏତେ ବଡ ଏଇ ଦୁନିଆରେ ହୋଇ ଅଜଣା
କିଏ ତୁମକୁ ଦେଲା ମୋ ହୃଦୟର ଠିକଣା
ମୋ ହୃଦୟର ଠିକଣା
ଜିଇଁ ଥିଲି ଏକା ଏହି ଦୁନିଆରେ
ଥିଲା ନାହିଁ କିଛି ଆଶା
ଅଜାଣତେ ଆସି ଶିଖାଇଲ ତୁମେ
ପ୍ରେମର ଅକୁହା ଭାଷା
ଜିଇଁ ଥିଲି ଏକା ଏହି ଦୁନିଆରେ
ଥିଲା ନାହିଁ କିଛି ଆଶା
ଅଜାଣତେ ଆସି ଶିଖାଇଲ ତୁମେ
ପ୍ରେମର ଅକୁହା ଭାଷା
ମନେ ନାହିଁ କେବେ ତୁମେ
ଆସିଗଲ ମୋ ଜୀବନେ
ଏତେ ବଡ ଏଇ ଦୁନିଆରେ ଥିଲ ଅଜଣା
କିଏ ତୁମକୁ ଦେଲା ମୋ ହୃଦୟର ଠିକଣା
ମୋ ହୃଦୟର ଠିକଣା
ଆଣି ଦେଲ ତୁମେ ଏହି ଜୀବନରେ
ବଞ୍ଚିବାର ବହୁ ମାନେ
ନିଦ ମାଗିଥିଲି ସପନ ଭରିଲ
ମୋ ପ୍ରେମର ପ୍ରତି ଦାନେ
ଆଣି ଦେଲ ତୁମେ ଏହି ଜୀବନରେ
ବଞ୍ଚିବାର ବହୁ ମାନେ
ନିଦ ମାଗିଥିଲି ସପନ ଭରିଲ
ମୋ ପ୍ରେମର ପ୍ରତି ଦାନେ
ଆଜି ହେଲ ମୋ ନିଜର
କାଲି ଥିଲ ସାତ ପର
ଏତେ ବଡ ଏଇ ଦୁନିଆରେ ହୋଇ ଅଜଣା
କିଏ ତୁମକୁ ଦେଲା ମୋ ହୃଦୟର ଠିକଣା
କିଏ ତୁମକୁ ଦେଲା ମୋ ହୃଦୟର ଠିକଣା
ତୁମେ ଥିଲ ଏକା ଏକା ମୁଁ ଥିଲି ଏକା ଏକା
ଏତେ ବଡ ଏଇ ଦୁନିଆରେ ହୋଇ ଅଜଣା
କିଏ ତୁମକୁ ଦେଲା ମୋ ହୃଦୟର ଠିକଣା
ମୋ ହୃଦୟର ଠିକଣା
Kie Tumaku Dela Your Astrology Guru Lyrics In Odia Font
Thank You