Loading...

299 Big Street, Govindpur, India

Open daily 10:00 AM to 10:00 PM

Mo Priya Deichi Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ମୋ ପ୍ରିୟା ଦେଇଚି ପ୍ରଥମ ରାଣ

Mo Priya Deichi Prathama Rana Your Astrology Guru Lyrics In Odia Language

ମୋ ପ୍ରିୟା ଦେଇଚି ପ୍ରଥମ ରାଣ
ମୋ ପ୍ରିୟା ଦେଇଚି ପ୍ରଥମ ରାଣ
ମୋ ପ୍ରିୟା ଦେଇଚି ପ୍ରଥମ ରାଣ
ବେଶି ରାତି ଚେଇଁବନି
ବେଶି କଥା ଭାବିବନି
ବେଶି ରାତି ଚେଇଁବନି
ବେଶି କଥା ଭାବିବନି
କେମିତି ଜାଣିଲା ସିଏ ମୋରି ଗୁଣ
ପ୍ରିୟା ଦେଇଚି ପ୍ରଥମ ରାଣ
ମୋ ପ୍ରିୟା ଦେଇଚି ପ୍ରଥମ ରାଣ



ଦୁନିଆରେ ଯେତେ ଝିଅ ମୋ ପ୍ରିୟା ନିଆଁରା
ମଲ୍ଲୀ ଫୁଲ ଛାଡି ବାନ୍ଧେ ଗୋଲାପ ଗଜରା
ଦୁନିଆରେ ଯେତେ ଝିଅ ମୋ ପ୍ରିୟା ନିଆଁରା
ମଲ୍ଲୀ ଫୁଲ ଛାଡି ବାନ୍ଧେ ଗୋଲାପ ଗଜରା
କହିଚି ସେ ଅଭିମାନୀ ମତେ ମିସ କରିବନି
କହିଚି ସେ ଅଭିମାନୀ ମତେ ମିସ କରିବନି
ଭୁଲିବନି ଶୁଝିବାକୁ ମୋ ପ୍ରେମ ଋଣ
ପ୍ରିୟା ଦେଇଚି ଦ୍ୱିତୀୟ ରାଣ
ମୋ ପ୍ରିୟା ଦେଇଚି ଦ୍ୱିତୀୟ ରାଣ



ଆଉ କୋଉ ଝିଅକୁ ମୁଁ ଦେଖିନି ଆଖିରେ
ମତେ ଲାଗେ ସିଏ ପରା ଅଛି ମୋ ପାଖରେ
ଆଉ କୋଉ ଝିଅକୁ ମୁଁ ଦେଖିନି ଆଖିରେ
ମତେ ଲାଗେ ସିଏ ପରା ଅଛି ମୋ ପାଖରେ
ଏଣୁ ତେଣୁ ଖାଇବନି ଖାଲି ପେଟ ରହିବନି
ଏଣୁ ତେଣୁ ଖାଇବନି ଖାଲି ପେଟ ରହିବନି
ନ ରଖିଲେ ରାଣ ତାର ଦବ ସେ ପ୍ରାଣ
ପ୍ରିୟା ଦେଇଚି ତୁତୀୟ ରାଣ
ମୋ ପ୍ରିୟା ଦେଇଚି ତୁତୀୟ ରାଣ

ବେଶି ରାତି ଚେଇଁବନି
ବେଶି କଥା ଭାବିବନି
ବେଶି ରାତି ଚେଇଁବନି
ବେଶି କଥା ଭାବିବନି
କେମିତି ଜାଣିଲା ସିଏ ମୋରି ଗୁଣ
ପ୍ରିୟା ଦେଇଚି ପ୍ରଥମ ରାଣ
ମୋ ପ୍ରିୟା ଦେଇଚି ପ୍ରଥମ ରାଣ
ମୋ ପ୍ରିୟା ଦେଇଚି ପ୍ରଥମ ରାଣ

Mo Priya Deichi Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00