Table of Contents
Your Astrology Guru Lyrics
ତୋ ଆଖିରେ
Luha Tope Jharigale To Akhire Your Astrology Guru Lyrics In Odia Language
ହୋ ହୋ ହୋ ହୋ
ଲୁହ ଟୋପେ ଝରି ଗଲେ
ତୋ ଆଖିରେ ତୋ ଆଖିରେ
ଅଦିନରେ ମେଘ ଝରେ
ମୋ ଛାତିରେ ମୋ ଛାତିରେ
ମୋ ସୁନା ଭଉଣୀ ଡରି ତୁ ଯିବୁନି
ମୋ ସୁନା ଭଉଣୀ ଡରି ତୁ ଯିବୁନି
ଭାଇ ତୋର ଛାଇ ଭଳି ଅଛି ପାଖରେ
ହୋ ହୋ ହୋ ହୋ
ହୋ ହୋ ହୋ ହୋ
ତୁ ଜଦି ମାଗିବୁ ମତେ ସରଗ ଚାନ୍ଦ
ତୋ ପାଇଁ ମୁଁ ଆକାଶରେ ରଖିବି ପାଦ
ତୁ ଜଦି ମାଗିବୁ ମତେ ସରଗ ଚାନ୍ଦ
ତୋ ପାଇଁ ମୁଁ ଆକାଶରେ ରଖିବି ପାଦ
ହସ ଟିକେ ଦେଖିବାକୁ ମୁହଁରେ ତୋର
ପହଁରିବି ସାତ ନଇ ତେର ସମୁଦ୍ର
ମୋ ସୁନା ଭଉଣୀ ମୁହଁ ତୁ ଶୁଖାନି
ମୋ ସୁନା ଭଉଣୀ ମୁହଁ ତୁ ଶୁଖାନି
ମୋ ଜୀବନ ହସେ ପରା ତୋ ହସରେ
ହୋ ହୋ ହୋ ହୋ
ହୋ ହୋ ହୋ ହୋ
ମୁଁ ଥିଲେ ଦୁଃଖ ତତେ ଛୁଇଁବ ନାହିଁ
ତୋ ବାଟରେ ଖୁସି ଯେତେ ଦେବି ବିଛେଇ
ମୁଁ ଥିଲେ ଦୁଃଖ ତତେ ଛୁଇଁବ ନାହିଁ
ତୋ ବାଟରେ ଖୁସି ଯେତେ ଦେବି ବିଛେଇ
ଆସୁ ଯେତେ ବାଧା ଆସୁ ଅନ୍ଧାର ରାତି
ତୋ ପାଇଁ ମୁଁ ଝଡ ଆଗେ ପାତିବି ଛାତି
ମୋ ସୁନା ଭଉଣୀ ହାରି ତୁ ଯିବୁନି
ମୋ ସୁନା ଭଉଣୀ ହାରି ତୁ ଯିବୁନି
ଜିତିବୁ ତୁ ନାଚିବୁ ତୁ ନୂଆ ଛନ୍ଦରେ
ହୋ ହୋ ହୁଁ ହୁଁ
ହେ ହେ ହେ ହୋ ହୋ
Luha Tope Jharigale To Akhire Your Astrology Guru Lyrics In Odia Font
Thank You