Loading...

299 Big Street, Govindpur, India

Open daily 10:00 AM to 10:00 PM

Luna Lagei Mu Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ଲୁଣ ଲଗେଇ ମୁ ପଖାଳ ଖାଉଚି
ଭଙ୍ଗା କୁଡ଼ିଆରେ କାଟୁଚି ଦିନ

luna lagei mu Your Astrology Guru Lyrics in odia language


ଲୁଣ ଲଗେଇ ମୁ ପଖାଳ ଖାଉଚି
ଲୁଣ ଲଗେଇ ମୁ ପଖାଳ ଖାଉଚି
ଭଙ୍ଗା କୁଡ଼ିଆରେ କାଟୁଚି ଦିନ
ଆଉ କେତେ ଦିନ ପ୍ରଭୁ କେତେ ଦିନ
ଆଉ କେତେ ଦିନ ପ୍ରଭୁ କେତେ ଦିନ
ଲୁହରେ ଭାସୁଚି ମୋ ଘର ସଂସାର
ଲୁହରେ ଭାସୁଚି ମୋ ଘର ସଂସାର
ଦେଉଳେ ହସୁଚ କଳା ବଦନ
ଆଉ କେତେ ଦିନ ପ୍ରଭୁ କେତେ ଦିନ
ଆଉ କେତେ ଦିନ ପ୍ରଭୁ କେତେ ଦିନ



ଆଉ କେତେ ଦିନ ମନକୁ ବୁଝେଇ
ପଥର କରିବି ଛାତି
ପ୍ରଭୁ ପ୍ରଭୁ ଡାକି ପଡିଚି ମୁ ଥକି
ଦୁଃଖକୁ କରିଚି ସାଥି
ଆଉ କେତେ ଦିନ ମନକୁ ବୁଝେଇ
ପଥର କରିବି ଛାତି
ପ୍ରଭୁ ପ୍ରଭୁ ଡାକି ପଡିଚି ମୁ ଥକି
ଦୁଃଖକୁ କରିଚି ସାଥି
ଦୁଃଖୀ ମଣିଷ ମୁ ନିତି ମରେ ସିନା
ଦୁଃଖୀ ମଣିଷ ମୁ ନିତି ମରେ ସିନା
ସୁଖ ତ ମୋ ପାଇଁ ସାତ ସପନ
ଆଉ କେତେ ଦିନ ପ୍ରଭୁ କେତେ ଦିନ
ଆଉ କେତେ ଦିନ ପ୍ରଭୁ କେତେ ଦିନ



ଭାଗ୍ୟକୁ ଆଦରି କେତେ ଦିନ ଆଉ
ଚାଲିବି ଜୀବନ ବାଟ
ପଦ୍ମ ପରି ତୁମେ ଘୁଞ୍ଚି ଯାଅ ପ୍ରଭୁ
ବଢଉଚି ଯେତେ ହାତ
ଭାଗ୍ୟକୁ ଆଦରି କେତେ ଦିନ ଆଉ
ଚାଲିବି ଜୀବନ ବାଟ
ପଦ୍ମ ପରି ତୁମେ ଘୁଞ୍ଚି ଯାଅ ପ୍ରଭୁ
ବଢଉଚି ଯେତେ ହାତ
ପାଟିଯାଏ ପାଣି ହେଲାଣି ମୋର
ପାଟିଯାଏ ପାଣି ହେଲାଣି ମୋର
ସବୁ ଦେଖି ପ୍ରଭୁ ତୁମେ ମଉନ
ଆଉ କେତେ ଦିନ ପ୍ରଭୁ କେତେ ଦିନ
ଆଉ କେତେ ଦିନ ପ୍ରଭୁ କେତେ ଦିନ

ଲୁଣ ଲଗେଇ ମୁ ପଖାଳ ଖାଉଚି
ଲୁଣ ଲଗେଇ ମୁ ପଖାଳ ଖାଉଚି
ଭଙ୍ଗା କୁଡ଼ିଆରେ କାଟୁଚି ଦିନ
ଆଉ କେତେ ଦିନ ପ୍ରଭୁ କେତେ ଦିନ
ଆଉ କେତେ ଦିନ ପ୍ରଭୁ କେତେ ଦିନ
ଲୁହରେ ଭାସୁଚି ମୋ ଘର ସଂସାର
ଲୁହରେ ଭାସୁଚି ମୋ ଘର ସଂସାର
ଦେଉଳେ ହସୁଚ କଳା ବଦନ
ଆଉ କେତେ ଦିନ ପ୍ରଭୁ କେତେ ଦିନ
ଆଉ କେତେ ଦିନ ପ୍ରଭୁ କେତେ ଦିନ

luna lagei mu pakhala khauchi Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00