Table of Contents
Your Astrology Guru Lyrics
ତମକୁ ଦେଖିବା ପାଇଁ
Meghaku Adei Your Astrology Guru Lyrics In Odia Language
ମେଘକୁ ଆଡେଇ ଜହ୍ନ ଉଙ୍କି ମାରେ
ତମକୁ ଦେଖିବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଫୁଲକୁ ଏଡେଇ ପ୍ରଜାପତି ଉଡେ
ତମକୁ ଛୁଇଁବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ତୁମ ପାଇଁ ହାଏ ଏ ପୃଥିବୀ ନୁହେଁ
ଆଉ କେଉଁ ଦୁନିଆରେ ତୋଳିବି ଘର
ହୋ ତୁମ ପାଇଁ ହାଏ ଏ ପୃଥିବୀ ନୁହେଁ
ଆଉ କେଉଁ ଦୁନିଆରେ ତୋଳିବି ଘର
ଜଦି କେହି ଚାହେଁ ତୁମକୁ ଟିକିଏ
କାହିଁକି ଯେ ଲୁହ ଝରେ ଆଖିରୁ ମୋର
ବାଟ ଭୁଲି ଯାଇ ଅଟକେ ବାଟୋଇ
ପଦେ କଥା ହବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
କହିବାକୁ ଚାହିଁ କହିପାରି ନାହିଁ
ଆଜି ଯାଏ ଯୋଉ କଥା ମନରେ ଅଛି
ହୋ କହିବାକୁ ଚାହିଁ କହିପାରି ନାହିଁ
ଆଜି ଯାଏ ଯୋଉ କଥା ମନରେ ଅଛି
କହିଦେଲେ କାଳେ ଭୁଲ ହେଇପାରେ
ହେଲେ ଆଜି କହିଦେଲି ଭଲ ପାଉଚି
ଭିଜେଇବ ବୋଲି ଅଦିନିଆ ବର୍ଷା
ଆସିଚି ତୁମରି ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ମେଘକୁ ଆଡେଇ ଜହ୍ନ ଉଙ୍କି ମାରେ
ତମକୁ ଦେଖିବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଫୁଲକୁ ଏଡେଇ ପ୍ରଜାପତି ଉଡେ
ତମକୁ ଛୁଇଁବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
Megha Ku Adei Your Astrology Guru Lyrics In Odia Font
Thank You