Loading...

299 Big Street, Govindpur, India

Open daily 10:00 AM to 10:00 PM

Tame Gapare Gapare Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ତମେ ଗପରେ ଗପରେ କଥାରେ କଥାରେ

Tame Gapare Gapare Your Astrology Guru Lyrics In Odia Language

ହୋ ତମେ ଗପରେ ଗପରେ
ଆରେ କଥାରେ କଥାରେ
ତମେ ଗପରେ ଗପରେ କଥାରେ କଥାରେ
କରି ଦିଅ ମତେ ବନ୍ଦୀ
ସାହିତ୍ୟ ଦିଦି ଲୋ ସାହିତ୍ୟ ଦିଦି
ତମେ ଓଠରେ ଓଠରେ
ମହୁଲି କଥାରେ
ତମେ ଓଠରେ ଓଠରେ ମହୁଲି କଥାରେ
ରଖି ଦିଅ ମତେ ବାନ୍ଧି
ସାହିତ୍ୟ ଦିଦି ଲୋ ସାହିତ୍ୟ ଦିଦି
ଆରେ ମୁଁ ସିନା ପଢାଏ ବିଜ୍ଞାନ
ତୁମ ପାଖେ ହୁଏ ମୁଁ ଅଜ୍ଞାନ
ଶୁଣି ତମ ପ୍ରେମ ଚଉପଦୀ
ସାହିତ୍ୟ ଦିଦି ଲୋ ସାହିତ୍ୟ ଦିଦି
ହେ ସାହିତ୍ୟ ଦିଦି ଲୋ ସାହିତ୍ୟ ଦିଦି



ହେ ତମେ ରୂପରେ ରଙ୍ଗରେ ନିଆଁରା
ହେ ତମେ ପାଗରେ ଶାଗରେ ନିଆଁରା
ହେ ତମେ ପାଣିରେ ଠାଣିରେ ନିଆଁରା
ହେ ତମେ ଗୁଣିରେ ଗୁଣିରେ ନିଆଁରା
ତୁମେ ଚିଠିରେ ଚିଠିରେ
ଆରେ ଚୋରା ପିରତିରେ
ତମେ ଚିଠିରେ ଚିଠିରେ
ତମେ ଚୋରା ପିରତିରେ
ନେଇ ଯାଅ ମତେ ଛନ୍ଦି
ସାହିତ୍ୟ ଦିଦି ଲୋ ସାହିତ୍ୟ ଦିଦି
ସାହିତ୍ୟ ଦିଦି ଲୋ ସାହିତ୍ୟ ଦିଦି



ହୋ ତମେ କହିଲେ ଜୋତିଷ ଡାକିବୁ
ହୋ ତମେ କହିଲେ ଜାତକ ଦେଖିବୁ
ହୋ ତମେ କହିଲେ ଗହଣା କିଣିବୁ
ହୋ ତମେ କହିଲେ ଓଢଣା ଆଣିବୁ
ତମେ କହିଲେ ଆମକୁ
ଆରେ ନବୁ ହେ ତମକୁ
ତମେ କହିଲେ ଆମକୁ ନବୁ ହେ ତମକୁ
ଗଢି ଦେଇ ମାଟି ବେଦି
ସାହିତ୍ୟ ଦିଦି ସାହିତ୍ୟ ଦିଦି
ଆରେ ମୁଁ ସିନା ପଢାଏ ବିଜ୍ଞାନ
ଆରେ ତୁମ ପାଖେ ହୁଏ ମୁଁ ଅଜ୍ଞାନ
ଶୁଣି ତମ ପ୍ରେମ ଚଉପଦୀ
ସାହିତ୍ୟ ଦିଦି ଲୋ ସାହିତ୍ୟ ଦିଦି
ସାହିତ୍ୟ ଦିଦି ଲୋ ସାହିତ୍ୟ ଦିଦି

Tame Gapare Gapare Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00