Your Astrology Guru Lyrics
ନିଜକୁ ପଚାରେ ଆଜି ନିଜେ ରହି ରହି
nijaku pachare aji nije Your Astrology Guru Lyrics in odia language
ଗାମା….ଗାରେସା….ସାନି..ରେ..ରେ..ରେ..
ଗାମା….ଗାରେସା….
ଗାମା..ଗାରେସା..ସାନି..ରେ..ରେ..ରେ..
ଗାମା..ଗାରେସା..
ଗାମା..ଗାରେସା..ସାନି..ରେ..ରେ..ରେ..
ଗାମା..ଗାରେସା..
ଗାମା..ଗାରେସା..ସାନି..ରେ..ରେ..ରେ..
ଗାମା…ଗାରେସା..
ହୋ..ନିଜକୁ ପଚାରେ ଆଜି ନିଜେ ରହି ରହି
ଛାତି ତଳେ ଝୁରେ ଏଇ ମନ କାହା ପାଇଁ
ପ୍ରେମର ଦୋ ଛକି ମଝିରେ ଏକାକୀ
ଏପାରିରେ ରହିବି ନା ଯିବି ସେପାରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
ଗାମା….ଗାରେସା….ସାନି..ରେ..ରେ..ରେ..
ଗାମା….ଗାରେସା….
ଗାମା….ଗାରେସା….ସାନି..ରେ..ରେ..ରେ..
ଗାମା….ଗାରେସା….
ଦିଶେ ଲିଭି ଯାଏ କାଇଁ ତାକୁ ଚିନ୍ହି ହୁଏନା
କାହା ଛବି ଇଏ ଭାଙ୍ଗେ ଯେବେ ମନ ଆଇନା
ଯଦି ସ୍ବପ୍ନ ଆସେ ଏ ଆଖିରେ
ଦେଖିବାକୁ କାଇଁ ନିଦ ଡରେ
ଏପାଖେ ଚନ୍ଦ୍ରମା ସେପାଖେ ଚାନ୍ଦିନୀ
ଛାଇ ମୋର ଚାଲେ ଆଜି କାହା ସାଥିରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
କାଇଁ ପ୍ରେମ ମୋର ଖରା ଛାଇ ପରି ବଦଳେ..ହୋ
କେବେ ସଜ ଫୁଲ କେବେ ବାସି ହେଇ ମଉଳେ
ଦିନ ଥାଇ ଲାଗେ ରାତି ଘେରା
ବାଟ ଥାଇ ମୁଁ ଯେ ଦିଗ ହରା
କେମିତି ଏ ମନ କେମିତିକା ପ୍ରେମ
ହସ ଯଦି ମିଶିଯାଏ ଲୁହର ଧାରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
nijaku pachare aji nije Your Astrology Guru Lyrics in odia language
Thank You