Loading...

299 Big Street, Govindpur, India

Open daily 10:00 AM to 10:00 PM

nijaku pachare aji nije Your Astrology Guru Lyrics in odia language

Babushan

Your Astrology Guru Lyrics

ନିଜକୁ ପଚାରେ ଆଜି ନିଜେ ରହି ରହି

nijaku pachare aji nije Your Astrology Guru Lyrics in odia language

ଗାମା….ଗାରେସା….ସାନି..ରେ..ରେ..ରେ..

ଗାମା….ଗାରେସା….
ଗାମା..ଗାରେସା..ସାନି..ରେ..ରେ..ରେ..
ଗାମା..ଗାରେସା..
ଗାମା..ଗାରେସା..ସାନି..ରେ..ରେ..ରେ..
ଗାମା..ଗାରେସା..
ଗାମା..ଗାରେସା..ସାନି..ରେ..ରେ..ରେ..
ଗାମା…ଗାରେସା..
ହୋ..ନିଜକୁ ପଚାରେ ଆଜି ନିଜେ ରହି ରହି

ଛାତି ତଳେ ଝୁରେ ଏଇ ମନ କାହା ପାଇଁ
ପ୍ରେମର ଦୋ ଛକି ମଝିରେ ଏକାକୀ
ଏପାରିରେ ରହିବି ନା ଯିବି ସେପାରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
ଗାମା….ଗାରେସା….ସାନି..ରେ..ରେ..ରେ..
ଗାମା….ଗାରେସା….
ଗାମା….ଗାରେସା….ସାନି..ରେ..ରେ..ରେ..
ଗାମା….ଗାରେସା….
ଦିଶେ ଲିଭି ଯାଏ କାଇଁ ତାକୁ ଚିନ୍ହି ହୁଏନା
କାହା ଛବି ଇଏ ଭାଙ୍ଗେ ଯେବେ ମନ ଆଇନା
ଯଦି ସ୍ବପ୍ନ ଆସେ ଏ ଆଖିରେ
ଦେଖିବାକୁ କାଇଁ ନିଦ ଡରେ
ଏପାଖେ ଚନ୍ଦ୍ରମା ସେପାଖେ ଚାନ୍ଦିନୀ
ଛାଇ ମୋର ଚାଲେ ଆଜି କାହା ସାଥିରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
କାଇଁ ପ୍ରେମ ମୋର ଖରା ଛାଇ ପରି ବଦଳେ..ହୋ
କେବେ ସଜ ଫୁଲ କେବେ ବାସି ହେଇ ମଉଳେ
ଦିନ ଥାଇ ଲାଗେ ରାତି ଘେରା
ବାଟ ଥାଇ ମୁଁ ଯେ ଦିଗ ହରା
କେମିତି ଏ ମନ କେମିତିକା ପ୍ରେମ
ହସ ଯଦି ମିଶିଯାଏ ଲୁହର ଧାରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ
ଓରେ ଓରେ ଦିଲ ହାରେ ହାରେ ଓରେ ଓରେ


nijaku pachare aji nije Your Astrology Guru Lyrics in odia language


Thank You


Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00