Table of Contents
Your Astrology Guru Lyrics
ଯିଏ ମତେ ଅଧୀର କରିଚି
Pagala Karichi Paunji Tora Your Astrology Guru Lyrics In Odia Language
ହେ ହେ ହେ
ଝିଅ
ହୋ ହୋ ହୋ
ଝିଅ
ଛମାରେ ଛମାରେ ଛମ ଛମା ଛମ ପାଉଁଜି
ଛମାରେ ଛମାରେ ଛମ ଛମା ଛମ ପାଉଁଜି
ପୁଅ
ଯିଏ ମତେ ଅଥୟ କରିଚି
ଯିଏ ମତେ ଅଧୀର କରିଚି
ହେ ଯିଏ ମତେ ଅଥୟ କରିଚି
ଯିଏ ମତେ ଅଧୀର କରିଚି
ଦିନ ନାହିଁ ରାତି ନାହିଁ
ମରୁଚି ମୁଁ ଯାହା ପାଇଁ
ତୁ ସେଇ ଝିଅ ପ୍ରିୟା ମୋର
ପାଗଳ ପାଗଳ କରିଚି ପାଉଁଜି ତୋର
ହେ ପାଗଳ ପାଗଳ କରିଚି ପାଉଁଜି ତୋର
ଝିଅ
ଯିଏ ମୋର ମନକୁ ଛୁଇଁଚି
ଯିଏ ମୋର ଆଖିରେ ରହୁଚି
ହଁ ଯିଏ ମୋର ମନକୁ ଛୁଇଁଚି
ଯିଏ ମୋର ଆଖିରେ ରହୁଚି
ଭୋକ ନାହିଁ ଶୋଷ ନାହିଁ
ଉଜାଗର ଯାହା ପାଇଁ
ତୁ ସେଇ ପୁଅ ମୋ ହିରୋ
ପୁଅ
ହେ ପାଗଳ ପାଗଳ କରିଚି ପାଉଁଜି ତୋର
ପାଗଳ ପାଗଳ କରିଚି ପାଉଁଜି ତୋର
ଝିଅ
ଛମାରେ ଛମାରେ ଛମ ଛମା ଛମ ପାଉଁଜି
ଛମାରେ ଛମାରେ ଛମ ଛମା ଛମ ପାଉଁଜି
ଝିଅ
ସାରା ଦିନ ସାରା ରାତି
ତୋ ପାଇଁ ଧକ ଧକ ଛାତି
ବସିଲେ ନାହିଁ ଶୋଇଲେ ନାହିଁ
ନଥିଲେ ତୁ କିଛି ଜମା ଭଲ ଲାଗେ ନାହିଁ
ପୁଅ
ଭଲ ଥିଲି ଏକା ଥିଲି
ମୋ ଦୁନିଆରେ ମୁଁ ଥିଲି
ତୁ ଆସିଲୁ ମତେ ଡାକିଲୁ
ମୋ ଭିତରୁ ମତେ ଛଡେଇ ନେଲୁ ହାଏ
ଝିଅ
ଏଇ ଅଛି ଏଇ ନାହିଁ
ଆନମନା ଯାହା ପାଇଁ
ତୁ ସେଇ ପୁଅ ମୋ ହିରୋ
ପୁଅ
ପାଗଳ ପାଗଳ କରିଚି ପାଉଁଜି ତୋର
ହେ ପାଗଳ ପାଗଳ କରିଚି ପାଉଁଜି ତୋର
ପୁଅ
ଜୀବନରେ ରଙ୍ଗ ଯେତେ
ଖୋଜି ଆଣି ଦେବି ସବୁ ତତେ
ଏମିତି ସତେ ଭଲ ପାଇବି
ସୀମା ଟପି ଦୁନିଆକୁ ଦେଖେଇ ଦେବି
ଝିଅ
ତୋ କଥାରେ ତୋ ବାଟରେ
ଚାଲିବାକୁ ରାଜି ତୋ ସାଥିରେ
ଯୁଆଡେ କହ ସିଆଡେ ଯିବି
କହିଲେ ତୁ ନିଆଁକୁ ମୁଁ ଡେଇଁ ପଡିବି ହାଏ
ପୁଅ
ହୋସ ନାହିଁ ଜୋସ ନାହିଁ
ବେହୋସ ମୁଁ ଯାହା ପାଇଁ
ତୁ ସେଇ ଝିଅ ପ୍ରିୟା ମୋର
ପାଗଳ ପାଗଳ କରିଚି ପାଉଁଜି ତୋର
ଝିଅ
ହଁ ପାଗଳ ପାଗଳ କରିଚି ପାଉଁଜି ମୋର
ପୁଅ
ଆରେ ପାଗଳ ପାଗଳ କରିଚି ପାଉଁଜି ତୋର
Pagala Karichi Paunji Tora Your Astrology Guru Lyrics In Odia Font
Pua
He He He
Jhia
Ho Ho Ho
Jhia
Chhamare Chhamare Chham Chhama Chham Paunji
Chhamare Chhamare Chham Chhama Chham Paunji
Pua
Jie Mate Athaya Karichi
Jie Mate Adhira Karichi
He Jie Mate Athaya Karichi
Jie Mate Adhira Karichi
Dina Nahi Rati Nahi
Maruchi Mun Jaha Pain
Tu Sei Jhia Priya Mora
Pagala Pagala Karichi Paunji Tora
He Pagala Pagala Karichi Paunji Tora
Jhia
Jie Mora Manaku Chuinchi
Jie Mora Akhire Rahuchi
Han Jie Mora Manaku Chuinchi
Jie Mora Akhire Rahuchi
Bhoka Nahi Sosa Nahi
Ujagara Jaha Pain
Tu Sei Pua Mo Hiro
Pua
He Pagala Pagala Karichi
Paunji Tora
Pagala Pagala Karichi
Paunji Tora
Jhia
Chhamare Chhamare Chham Chhama Chham Paunji
Chhamare Chhamare Chham Chhama Chham Paunji
Jhia
Sara Dina Sara Rati
To Pain Dhak Dhak Chhati
Basile Nahi Soile Nahi
Nathile Tu Kichhi Jama Bhala Lage Nahi
Pua
Bhala Thili Eka Thili
Mo Duniare Mun Thili
Tu Asilu Mate Dakilu
Mo Bhitaru Mate Chhadei Nelu Hae
Jhia
Ai Achi Ai Nahi
Anamana Jaha Pain
Tu Sei Pua Mo Hiro
Pua
Pagala Pagala Karichi
Paunji Tora
He Pagala Pagala Karichi
Paunji Tora
Pua
Jibanare Ranga Jete
Khoji Ani Debi Sabu Tate
Amiti Sate Bhala Paibi
Sima Tapi Duniaku Dekhei Debi
Jhia
To Kathare To Batare
Chalibaku Raji To Sathire
Juade Kaha Siade Jibi
Kahile Tu Nianku Mun Dein Padibi Hae
Pua
Hosa Nahi Josa Nahi
Behosa Mun Jaha Pain
Tu Sei Jhia Priya Mora
Pagala Pagala Karichi
Paunji Tora
Jhia
Han Pagala Pagala Karichi Paunji Mora
Pua
Are Pagala Pagala Karichi Paunji Tora
Thank You