Loading...

299 Big Street, Govindpur, India

Open daily 10:00 AM to 10:00 PM

Sakalaru Sanja Your Astrology Guru Lyrics In Odia Font

Ira Mohanty Udit Narayan

Your Astrology Guru Lyrics

ସକାଳରୁ ସଞ୍ଜ ସଞ୍ଜରୁ ସକାଳ
ତତେ ଭଲ ପାଏ ମୁଁ

Sakalaru Sanja Your Astrology Guru Lyrics In Odia Language


ଝିଅ
ସକାଳରୁ ସଞ୍ଜ ସଞ୍ଜରୁ ସକାଳ
ସକାଳରୁ ସଞ୍ଜ ସଞ୍ଜରୁ ସକାଳ
ତତେ ଭଲ ପାଏ ମୁଁ
ଆଇ ଲଭ ୟୁ ଡୁ ୟୁ
ଆଇ ଲଭ ୟୁ ଡୁ ୟୁ
ଆଇ ଲଭ ୟୁ ୱାନ୍ନା ଲଭ ୟୁ
ଆଇ ଲଭ ୟୁ ଡୁ ୟୁ ଲଭ ମି
ପୁଅ
ବର୍ଷାରୁ ବସନ୍ତ ଶୀତରୁ ଶରତ
ବର୍ଷାରୁ ବସନ୍ତ ଶୀତରୁ ଶରତ
ପ୍ରେମ ଋତୁ ମୋର ତୁ
ଆଇ ଲଭ ୟୁ ଲଭ ୟୁ
ଆଇ ଲଭ ୟୁ ଲଭ ୟୁ
ଆଇ ଲଭ ୟୁ ଆଇ ଲଭ ୟୁ
ଆଇ ଲଭ ୟୁ ଆଇ ଲଭ ୟୁ






ଝିଅ
ଭିଡ ଭିତରେ ବି ଲାଗେ ଏକା ଏକା
ତୋ ସହ ମୋର ଜଦି ଦେଖା ହୁଏ ନାହିଁ
ପୁଅ
ଏକା ଏକା ଥାଇ ତୋ କଥା ଭାବିଲେ
ତୋ ମୁହଁ ଛଡା ମୋତେ କିଛି ଦିଶେ ନାହିଁ
ଝିଅ
ମାଟିରୁ ଆକାଶ ଆକାଶରୁ ମାଟି
ମାଟିରୁ ଆକାଶ ଆକାଶରୁ ମାଟି
ତତେ ଖୋଜୁ ଥାଏ ମୁଁ
ଆଇ ଲଭ ୟୁ ଡୁ ୟୁ
ଆଇ ଲଭ ୟୁ ଡୁ ୟୁ
ଆଇ ଲଭ ୟୁ ୱାନ୍ନା ଲଭ ୟୁ
ପୁଅ
ଆଇ ଲଭ ୟୁ ଆଇ ଲଭ ୟୁ






ପୁଅ
ଦିନ ସରେ ନାହିଁ ରାତି ସରେ ନାହିଁ
ଦିନ ରାତି ରାତି ଦିନ ଲାଗେ ଏକା ପରି
ଝିଅ
ହୋ ପୃଥିବୀଟା ଆଜି ଭାରି ଭଲ ଲାଗେ
ଇଛା ହୁଏ ଚାଲିବାକୁ ହାତ ତୋର ଧରି
ପୁଅ
ଛାତି ତଳେ ମନ ମନ ତଳେ ଘର
ଛାତି ତଳେ ମନ ମନ ତଳେ ଘର
ସେ ଘରେ ରହିଚୁ ତୁ
ପୁଅ-ଓ-ଝିଅ
ଆଇ ଲଭ ୟୁ ଲଭ ୟୁ
ଆଇ ଲଭ ୟୁ ଲଭ ୟୁ
ଆଇ ଲଭ ୟୁ ଆଇ ଲଭ ୟୁ
ଆଇ ଲଭ ୟୁ ଆଇ ଲଭ ୟୁ


Sakalaru Sanja Your Astrology Guru Lyrics In Odia Font



Jhia

Sakalaru Sanja Sanjaru Sakala

Sakalaru Sanja Sanjaru Sakala

Tate Bhala Pae Mun

I Love You Do You

I Love You Do You

I Love You Wanna Love you

I Love You Wanna Love you

Pua

Barsaru Basanta Sitaru Sarata

Barsaru Basanta Sitaru Sarata

Prema Rutu Mora Tu

I Love You Love You

I Love You Love You

I Love You I Love You

I Love You I Love You

Jhia

Bhida Bhitare Bi Lage Eka Eka

To Saha Mora Jadi Dekha Hua Nahi

Pua

Eka Eka Thai To Katha Bhabile

To Muhna Chhada Mote Kichhi Dise Nahi

Jhia

Matiru Akasa Akasaru Mati

Matiru Akasa Akasaru Mati

Tate Khoju Thae Mun

I Love You Do You

I Love You Do You

I Love You Wanna Love you

Pua

I Love You I Love You

Pua

Dina Sare Nahi Rati Sare Nahi

Dina Rati Rati Dina Lage Eka Pari

Jhia

Ho Pruthibi Ta Aji Bhari Bhla Lage

Ichha Hue Chalibaku Hata Tora Dhari

Pua

Chhati Tale Mana Mana Tale Ghara

Chhati Tale Mana Mana Tale Ghara

Se Ghare Rahichu Tu

Pua-o-jhia

I Love You Love You

I Love You Love You

I Love You I Love You

I Love You I Love You




Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00