Loading...

299 Big Street, Govindpur, India

Open daily 10:00 AM to 10:00 PM

Pagala Karichi Paunji Your Astrology Guru Lyrics In Odia Font

Nibedita Udit Narayan

Your Astrology Guru Lyrics

ଯିଏ ମତେ ଅଥୟ କରିଚି
ଯିଏ ମତେ ଅଧୀର କରିଚି

Pagala Karichi Paunji Tora Your Astrology Guru Lyrics In Odia Language


ପୁଅ
ହେ ହେ ହେ
ଝିଅ
ହୋ ହୋ ହୋ



ଝିଅ
ଛମାରେ ଛମାରେ ଛମ ଛମା ଛମ ପାଉଁଜି
ଛମାରେ ଛମାରେ ଛମ ଛମା ଛମ ପାଉଁଜି
ପୁଅ
ଯିଏ ମତେ ଅଥୟ କରିଚି
ଯିଏ ମତେ ଅଧୀର କରିଚି
ହେ ଯିଏ ମତେ ଅଥୟ କରିଚି
ଯିଏ ମତେ ଅଧୀର କରିଚି
ଦିନ ନାହିଁ ରାତି ନାହିଁ
ମରୁଚି ମୁଁ ଯାହା ପାଇଁ
ତୁ ସେଇ ଝିଅ ପ୍ରିୟା ମୋର
ପାଗଳ ପାଗଳ କରିଚି ପାଉଁଜି ତୋର
ହେ ପାଗଳ ପାଗଳ କରିଚି ପାଉଁଜି ତୋର
ଝିଅ
ଯିଏ ମୋର ମନକୁ ଛୁଇଁଚି
ଯିଏ ମୋର ଆଖିରେ ରହୁଚି
ହଁ ଯିଏ ମୋର ମନକୁ ଛୁଇଁଚି
ଯିଏ ମୋର ଆଖିରେ ରହୁଚି
ଭୋକ ନାହିଁ ଶୋଷ ନାହିଁ
ଉଜାଗର ଯାହା ପାଇଁ
ତୁ ସେଇ ପୁଅ ମୋ ହିରୋ
ପୁଅ
ହେ ପାଗଳ ପାଗଳ କରିଚି ପାଉଁଜି ତୋର
ପାଗଳ ପାଗଳ କରିଚି ପାଉଁଜି ତୋର



ଝିଅ
ଛମାରେ ଛମାରେ ଛମ ଛମା ଛମ ପାଉଁଜି
ଛମାରେ ଛମାରେ ଛମ ଛମା ଛମ ପାଉଁଜି



ଝିଅ
ସାରା ଦିନ ସାରା ରାତି
ତୋ ପାଇଁ ଧକ ଧକ ଛାତି
ବସିଲେ ନାହିଁ ଶୋଇଲେ ନାହିଁ
ନଥିଲେ ତୁ କିଛି ଜମା ଭଲ ଲାଗେ ନାହିଁ
ପୁଅ
ଭଲ ଥିଲି ଏକା ଥିଲି
ମୋ ଦୁନିଆରେ ମୁଁ ଥିଲି
ତୁ ଆସିଲୁ ମତେ ଡାକିଲୁ
ମୋ ଭିତରୁ ମତେ ଛଡେଇ ନେଲୁ ହାଏ
ଝିଅ
ଏଇ ଅଛି ଏଇ ନାହିଁ
ଆନମନା ଯାହା ପାଇଁ
ତୁ ସେଇ ପୁଅ ମୋ ହିରୋ
ପୁଅ
ପାଗଳ ପାଗଳ କରିଚି ପାଉଁଜି ତୋର
ହେ ପାଗଳ ପାଗଳ କରିଚି ପାଉଁଜି ତୋର







ପୁଅ
ଜୀବନରେ ରଙ୍ଗ ଯେତେ
ଖୋଜି ଆଣି ଦେବି ସବୁ ତତେ
ଏମିତି ସତେ ଭଲ ପାଇବି
ସୀମା ଟପି ଦୁନିଆକୁ ଦେଖେଇ ଦେବି
ଝିଅ
ତୋ କଥାରେ ତୋ ବାଟରେ
ଚାଲିବାକୁ ରାଜି ତୋ ସାଥିରେ
ଯୁଆଡେ କହ ସିଆଡେ ଯିବି
କହିଲେ ତୁ ନିଆଁକୁ ମୁଁ ଡେଇଁ ପଡିବି ହାଏ
ପୁଅ
ହୋସ ନାହିଁ ଜୋସ ନାହିଁ
ବେହୋସ ମୁଁ ଯାହା ପାଇଁ
ତୁ ସେଇ ଝିଅ ପ୍ରିୟା ମୋର
ପାଗଳ ପାଗଳ କରିଚି ପାଉଁଜି ତୋର
ଝିଅ
ହଁ ପାଗଳ ପାଗଳ କରିଚି ପାଉଁଜି ମୋର
ପୁଅ
ଆରେ ପାଗଳ ପାଗଳ କରିଚି ପାଉଁଜି ତୋର


Pagala Karichi Paunji Tora Your Astrology Guru Lyrics In Odia Font



Pua

He He He

Jhia

Ho Ho Ho

Jhia

Chhamare Chhamare Chham Chhama Chham Paunji

Chhamare Chhamare Chham Chhama Chham Paunji

Pua

Jie Mate Athaya Karichi

Jie Mate Adhira Karichi

He Jie Mate Athaya Karichi

Jie Mate Adhira Karichi

Dina Nahi Rati Nahi

Maruchi Mun Jaha Pain

Tu Sei Jhia Priya Mora

Pagala Pagala Karichi Paunji Tora

He Pagala Pagala Karichi Paunji Tora

Jhia

Jie Mora Manaku Chuinchi

Jie Mora Akhire Rahuchi

Han Jie Mora Manaku Chuinchi

Jie Mora Akhire Rahuchi

Bhoka Nahi Sosa Nahi

Ujagara Jaha Pain

Tu Sei Pua Mo Hiro

Pua

He Pagala Pagala Karichi

Paunji Tora

Pagala Pagala Karichi

Paunji Tora

Jhia

Chhamare Chhamare Chham Chhama Chham Paunji

Chhamare Chhamare Chham Chhama Chham Paunji

Jhia

Sara Dina Sara Rati

To Pain Dhak Dhak Chhati

Basile Nahi Soile Nahi

Nathile Tu Kichhi Jama Bhala Lage Nahi

Pua

Bhala Thili Eka Thili

Mo Duniare Mun Thili

Tu Asilu Mate Dakilu

Mo Bhitaru Mate Chhadei Nelu Hae

Jhia

Ai Achi Ai Nahi

Anamana Jaha Pain

Tu Sei Pua Mo Hiro

Pua

Pagala Pagala Karichi

Paunji Tora

He Pagala Pagala Karichi

Paunji Tora

Pua

Jibanare Ranga Jete

Khoji Ani Debi Sabu Tate

Amiti Sate Bhala Paibi

Sima Tapi Duniaku Dekhei Debi

Jhia

To Kathare To Batare

Chalibaku Raji To Sathire

Juade Kaha Siade Jibi

Kahile Tu Nianku Mun Dein Padibi Hae

Pua

Hosa Nahi Josa Nahi

Behosa Mun Jaha Pain

Tu Sei Jhia Priya Mora

Pagala Pagala Karichi

Paunji Tora

Jhia

Han Pagala Pagala Karichi Paunji Mora

Pua

Are Pagala Pagala Karichi Paunji Tora





Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00