Loading...

299 Big Street, Govindpur, India

Open daily 10:00 AM to 10:00 PM

Phula Phuti Gala Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ଫୁଲ ଫୁଟିଗଲା ନବ ନାଗରି ଲୋ
କଷି ଧରି ଗଲା ବେଲ

phula phuti gala Your Astrology Guru Lyrics in odia language


ଫୁଲ ଫୁଟିଗଲା ନବ ନାଗରି ଲୋ
କଷି ଧରି ଗଲା ବେଲ

ଫୁଲ ଫୁଟିଗଲା ନବ ନାଗରି ଲୋ
କଷି ଧରି ଗଲା ବେଲ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ
କାହ୍ନା ଯେତେ ଅଝଟିଆ
ସମ୍ଭାଳେ ମାଉସୀ ମାଆ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ



ଯଶୋଦା ଦେବକୀ ଗୋପ ମଥୁରାରେ
ପୁରୀରେ ଖେଳୁଚି ଛୁଆ
ପୁରୀରେ ଖେଳୁଚି ଛୁଆ
ନ ଥାଉ ଲବଣି ଦେଇ ପୋଡ଼ ପିଠା
ପାଳୁଚି ମାଉସୀ ମାଆ
ପାଳୁଚି ମାଉସୀ ମାଆ
କାହ୍ନା ଅଛି ଭାରି ଭଲ
ହସିଲେ ଫୁଟୁଛି ଫୁଲ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ
ଫୁଲ ଫୁଟିଗଲା ନବ ନାଗରି ଲୋ
କଷି ଧରି ଗଲା ବେଲ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ



ମାଆ ମାଉସୀଙ୍କୁ ନେଇ ଏ ଦୁନିଆ
ମମତା ରଙ୍ଗରେ ରଙ୍ଗା
ମମତା ରଙ୍ଗରେ ରଙ୍ଗା
ନାରୀ ନାରାୟଣୀ ସ୍ନେହ ତ ରଙ୍ଗିଣୀ
ଘୋଷୁଚି ଶ୍ରୀକ୍ଷେତ୍ରେ ଜଗା
ଘୋଷୁଚି ଶ୍ରୀକ୍ଷେତ୍ରେ ଜଗା
ମାଉସୀ ମାଆ ମନ୍ଦିର
ନେତ ଉଡେ ଫର ଫର
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ

ଫୁଲ ଫୁଟିଗଲା ନବ ନାଗରି ଲୋ
କଷି ଧରି ଗଲା ବେଲ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ
କାହ୍ନା ଯେତେ ଅଝଟିଆ
ସମ୍ଭାଳେ ମାଉସୀ ମାଆ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ
ମାଆର ଅଧା ମାଉସୀ ବୋଲି
କାଳିଆ ହୁଏ ଗେଲ

phula phuti gala Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00