Loading...

299 Big Street, Govindpur, India

Open daily 10:00 AM to 10:00 PM

Prema Thila Gapare Your Astrology Guru Lyrics In Odia Font

Babul Supriyo Nibedita

Your Astrology Guru Lyrics

ପ୍ରେମ ଥିଲା ଗପରେ ଭଲ ଥିଲା
ପ୍ରେମ ଥିଲା ଗୀତରେ ଭଲ ଥିଲା

Prema Thila Gapare Your Astrology Guru Lyrics In Odia Language

ପୁଅ
ପ୍ରେମ ଥିଲା ଗପରେ ଭଲ ଥିଲା
ପ୍ରେମ ଥିଲା ଗୀତରେ ଭଲ ଥିଲା
ଯୋଉଦିନ ଦୁଇ ଓଠ ପାଖା ପାଖି ହେଲା
ଯୋଉଦିନ ଦୁଇ ଓଠ ପାଖା ପାଖି ହେଲା
ଅଡୁଆ ହେଲା ଭାରି ଅଡୁଆ ହେଲା
ଅଡୁଆ ହେଲା ଭାରି ଅଡୁଆ ହେଲା
ଝିଅ
ପ୍ରେମ ଥିଲା ଆଖିରେ ଭଲ ଥିଲା
ପ୍ରେମ ଥିଲା ନିଦରେ ଭଲ ଥିଲା
ଯୋଉଦିନ ଚୋରି ଚୋରି ମିଳାମିଶା ହେଲା
ଯୋଉଦିନ ଚୋରି ଚୋରି ମିଳାମିଶା ହେଲା
ଅଡୁଆ ହେଲା ଭାରି ଅଡୁଆ ହେଲା
ଅଡୁଆ ହେଲା ଭାରି ଅଡୁଆ ହେଲା
ପୁଅ
ପ୍ରେମ ଥିଲା ଗପରେ ଭଲ ଥିଲା
ଝିଅ
ପ୍ରେମ ଥିଲା ଗୀତରେ ଭଲ ଥିଲା



ପୁଅ
ଆଜି କାଲି କାଇଁ ସବୁ ଜାଣି ଶୁଣି
ଭୁଲ ହୁଏ ସବୁ କାମ
ଝିଅ
ହଁ ତୁମେ ତ ଯେମିତି ମୁଁ ବି ସେମିତି
ସବୁଥିରେ ବ୍ୟତିକ୍ରମ
ପୁଅ
ହୋ ଆଜି କାଲି କାଇଁ ସବୁ ଜାଣି ଶୁଣି
ଭୁଲ ହୁଏ ସବୁ କାମ
ଝିଅ
ହଁ ତୁମେ ତ ଯେମିତି ମୁଁ ବି ସେମିତି
ସବୁଥିରେ ବ୍ୟତିକ୍ରମ
ପୁଅ
ପ୍ରେମ ଥିଲା ସକାଳେ ଭଲ ଥିଲା
ପ୍ରେମ ଥିଲା ସଞ୍ଜରେ ଭଲ ଥିଲା
ଯୋଉଦିନ ଗପୁ ଗପୁ ସଞ୍ଜ ନଇଁଗଲା
ଯୋଉଦିନ ଗପୁ ଗପୁ ସଞ୍ଜ ନଇଁଗଲା
ଅଡୁଆ ହେଲା ଭାରି ଅଡୁଆ ହେଲା
ଅଡୁଆ ହେଲା ଭାରି ଅଡୁଆ ହେଲା
ଝିଅ
ପ୍ରେମ ଥିଲା ଗପରେ ଭଲ ଥିଲା
ପ୍ରେମ ଥିଲା ଗୀତରେ ଭଲ ଥିଲା


ଝିଅ
ପ୍ରେମ ଏମିତିକା ଅସହଜ ଅଙ୍କ
ଉଜାଗରେ ବିତେ ରାତ୍ରି
ପୁଅ
କାହିଁକି କହୁଚଦରଜ ଦଉଚ
ଦୁହେଁ ପରା ସେଇ ଯାତ୍ରୀ
ଝିଅ
ହଁ ପ୍ରେମ ଏମିତିକା ଅସହଜ ଅଙ୍କ
ଉଜାଗରେ ବିତେ ରାତ୍ରି
ପୁଅ
କାହିଁକି କହୁଚ ଦରଜ ଦଉଚ
ଦୁହେଁ ପରା ସେଇ ଯାତ୍ରୀ
ଝିଅ
ପ୍ରେମ ଥିଲା ସ୍ବପ୍ନରେ ଭଲ ଥିଲା
ପ୍ରେମ ଥିଲା ସ୍ମୁତିରେ ଭଲ ଥିଲା
ଯୋଉଦିନ ଆମ କଥା ଚର୍ଚ୍ଚା ହେଇଗଲା
ଯୋଉଦିନ ଆମ କଥା ଚର୍ଚ୍ଚା ହେଇଗଲା
ଅଡୁଆ ହେଲା ଭାରି ଅଡୁଆ ହେଲା
ଅଡୁଆ ହେଲା ଭାରି ଅଡୁଆ ହେଲା

ପୁଅ
ପ୍ରେମ ଥିଲା ଗପରେ
ଝିଅ
ଭଲ ଥିଲା
ପୁଅ
ପ୍ରେମ ଥିଲା ଗୀତରେ
ଝିଅ
ହଁ ଭଲ ଥିଲା
ପୁଅ-ଓ-ଝିଅ
ଯୋଉଦିନ ଦୁଇ ଓଠ ପାଖା ପାଖି ହେଲା
ଯୋଉଦିନ ଦୁଇ ଓଠ ପାଖା ପାଖି ହେଲା
ଅଡୁଆ ହେଲା ଭାରି ଅଡୁଆ ହେଲା
ଅଡୁଆ ହେଲା ଭାରି ଅଡୁଆ ହେଲା


Prema Thila Gapare Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00