Loading...

299 Big Street, Govindpur, India

Open daily 10:00 AM to 10:00 PM

Ranga Jebe Fika Padiba Your Astrology Guru Lyrics In Odia Font

Subas Dash

Your Astrology Guru Lyrics

ରଙ୍ଗ ଯେବେ ଫିକା ପଡିବ
ରୂପ ଯେବେ ଝାଉଁଳି ଯିବ

Ranga Jebe Fika Padiba Your Astrology Guru Lyrics In Odia Language


ରଙ୍ଗ ଯେବେ ଫିକା ପଡିବ
ରୂପ ଯେବେ ଝାଉଁଳି ଯିବ
ସେଦିନ ବି ତତେ ଭଲ ପାଉଥିବି
ତୋ ପାଇଁ ମୋ ମନ ଖୋଲାଥିବ
ଉଁ ହୁ ହୁ ଆହା ହା ହା
ଉଁ ହୁ ହୁ ଆହା ହା ହା
ରଙ୍ଗ ଯେବେ ଫିକା ପଡିବ
ରୂପ ଯେବେ ଝାଉଁଳି ଯିବ
ସେଦିନ ବି ତତେ ଭଲ ପାଉଥିବି
ତୋ ପାଇଁ ମୋ ମନ ଖୋଲାଥିବ
ଉଁ ହୁ ହୁ ଆହା ହା ହା
ଉଁ ହୁ ହୁ ଆହା ହା ହା





ନଦୀ ତାର ବାଟ ଭୁଲି ପାରେ
ଦିନ ହେଇ ପାରେ ରାତି
ମୋର ଭଲ ପାଇବାରେ ସାଥି
ପ୍ରେମ ଅଛି ନାହିଁ ଇତି
ପ୍ରେମ ଜଦି ମୋର ସତ ହେଇଥିବ
ଏଇ ବାଟେ ତମେ ଦିନେ ଲେଉଟିବ
ଉଁ ହୁ ହୁ ଆହା ହା ହା
ଉଁ ହୁ ହୁ ଆହା ହା ହା
ରଙ୍ଗ ଯେବେ ଫିକା ପଡିବ
ରୂପ ଯେବେ ଝାଉଁଳି ଯିବ
ସେଦିନ ବି ତତେ ଭଲ ପାଉଥିବି
ତୋ ପାଇଁ ମୋ ମନ ଖୋଲାଥିବ
ଉଁ ହୁ ହୁ ଆହା ହା ହା
ଉଁ ହୁ ହୁ ଆହା ହା ହା





ପବନର ନୌକାରେ ବସି
ଦିନ ଯାଏ ଦୂରେ ଭାସି
ଭଲ ପାଇ କିଏ ହୁଏ ଖୁସି
ଆଉ କିଏ ପାଏ ଫାଶୀ
ତତେ ଟିକେ ମୁହିଁ ସୁଖ ଦେବା ପାଇଁ
ମୋ ମନ ଫାଶୀରେ ବି ଝୁଲିଯିବ
ଉଁ ହୁ ହୁ ଆହା ହା ହା
ଉଁ ହୁ ହୁ ଆହା ହା ହା
ରଙ୍ଗ ଯେବେ ଫିକା ପଡିବ
ରୂପ ଯେବେ ଝାଉଁଳି ଯିବ
ସେଦିନ ବି ତତେ ଭଲ ପାଉଥିବି
ତୋ ପାଇଁ ମୋ ମନ ଖୋଲାଥିବ
ଉଁ ହୁ ହୁ ଆହା ହା ହା
ଉଁ ହୁ ହୁ ଆହା ହା ହା
ଉଁ ହୁ ହୁ ଆହା ହା ହା
ଉଁ ହୁ ହୁ ଆହା ହା ହା


Ranga Jebe Fika Padiba Your Astrology Guru Lyrics In English Font


Ranga Jebe Fika Padiba

Rupa Jebe Jhauli Jiba

Sedina Bi Tate Bhala Pauthibi

To Pai Mo Mana Khola Thiba

U Hu Hu Aha Ha Ha

U Hu Hu Aha Ha Ha

Ranga Jebe Fika Padiba

Rupa Jebe Jhauli Jiba

Sedina Bi Tate Bhala Pauthibi

To Pai Mo Mana Khola Thiba

U Hu Hu Aha Ha Ha

U Hu Hu Aha Ha Ha

Nadi Tara Bata Bhuli Pare

Dina Heipare Rati

Mora Bhala Paibare Sathi

Prema Achi Nahi Eti

Prema Jadi Mora Sata Heithiba

Ae Bate Tume Dine Leutiba

U Hu Hu Aha Ha Ha

U Hu Hu Aha Ha Ha

Ranga Jebe Fika Padiba

Rupa Jebe Jhauli Jiba

Sedina Bi Tate Bhala Pauthibi

To Pai Mo Mana Khola Thiba

U Hu Hu Aha Ha Ha

U Hu Hu Aha Ha Ha

Pabanara Naukare Basi

Dina Jaa Dure Bhasi

Bhala Pai Kia Hua Khusi

Au Kia Paa Fasi

Tate Tike Muhni Sukha Deba Pai

Mo Mana Fasi Re BiJhulijiba

U Hu Hu Aha Ha Ha

U Hu Hu Aha Ha Ha

Ranga Jebe Fika Padiba

Rupa Jebe Jhauli Jiba

Sedina Bi Tate Bhala Pauthibi

To Pai Mo Mana Khola Thiba

U Hu Hu Aha Ha Ha

U Hu Hu Aha Ha Ha

U Hu Hu Aha Ha Ha

U Hu Hu Aha Ha Ha





Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00