Loading...

299 Big Street, Govindpur, India

Open daily 10:00 AM to 10:00 PM

Sadhaba Bohu Dake Your Astrology Guru Lyrics In Odia Font

Ira Mohanty Udit Narayan

Your Astrology Guru Lyrics

ସାଧବ ବୋହୁ ଡାକେ ଠାରି

Sadhaba Bohu Dake Your Astrology Guru Lyrics In Odia Language

ଝିଅ
ସାଧବ ବୋହୁ ଡାକେ ଠାରି
ସାଧବ ବୋହୁ ଡାକେ ଠାରି
କାହାକୁ କେଜାଣି ସେ ଘାସର ଗାଲିଚା ପାରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ପୁଅ
ଆଷାଢ଼ ଆସେ ଫେରି ଫେରି
ହେ ଆଷାଢ଼ ଆସେ ହେ ଫେରି ଫେରି
ସାଧବ ଆସୁଚି ଲୋ ସିନ୍ଦୁର ବୋଇତ ଧରି
ପୁଅ-ଓ-ଝିଅ
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଝିଅ
ଫୁଲକୁ ଫୁଲ କରିବେ ଗେଲ
ଫୁଲକୁ ଫୁଲ କରିବେ ଗେଲ
ପ୍ରଜାପତି ଉଡିବ ଘେରି ଘେରି
ପୁଅ-ଓ-ଝିଅ
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି


ଝିଅ
କହନା ହବ ଲୋ କେବେ କହନା
ଓଢଣୀ ତୋର ଓଢଣା….
ଓଢଣୀ ତୋର ଓଢଣା….
କେଜାଣି ଆସିବ କେବେ କେଜାଣି
ନେଇ ସେ ବାଣ ରୋଷଣୀ
ପୁଅ
ଚୋରେଇ ଚାହାଣି ତୋ
ଚାହାଁ ଲୋ ପଛକୁ ଫେରି
ବସିଛି କେହି ଜଣେ ତୋ ପାଇଁ ସଵାରୀ ଧରି
ପୁଅ-ଓ-ଝିଅ
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଝିଅ
ବଗ ବଗୁଲି ଯିବେ ଲୋ ଚାଲି
ବଗ ବଗୁଲି ଯିବେ ଲୋ ଚାଲି
ଦୂର ନୀଳ ଆକାଶେ ଫୁର କରି
ପୁଅ-ଓ-ଝିଅ
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି


ଝିଅ
ପକେଇ କାନିରେ ଗଣ୍ଠି ପକେଇ
ରଖିବି ତାକୁ ଲୁଚେଇ….
ରଖିବି ତାକୁ ଲୁଚେଇ….
ଭଅଁର ଜାଣିଥା ଭାରି ଚତୁର
ରଖିବୁ ଟିକେ ନଜର
ପୁଅ
ଫୁଲ ଲୋ ତୋ ଭଅଁର ଗୁଣୁ ଗୁଣୁ ଗୁଣ କରି
ତୋ ନାଁ ଗାଉଚି ଲୋ ଶୁଣୁଥା ତୁ କାନ ଡେରି
ପୁଅ-ଓ-ଝିଅ
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଝିଅ
ସବୁ ସମୟ ମିଠା ମଳୟ
ସବୁ ସମୟ ମିଠା ମଳୟ
ମଲ୍ହାର ଗାଇବ ଲୋ ଥିରି ଥିରି

ପୁଅ-ଓ-ଝିଅ
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି
ଚୋରି ଚୋରି ଚୋରି ଚୋରି

Sadhaba Bohu Dake Thari Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00