Table of Contents
Your Astrology Guru Lyrics
ତତେ ଭଲ ପାଏ ମୁଁ
Sakalaru Sanja Your Astrology Guru Lyrics In Odia Language
ସକାଳରୁ ସଞ୍ଜ ସଞ୍ଜରୁ ସକାଳ
ସକାଳରୁ ସଞ୍ଜ ସଞ୍ଜରୁ ସକାଳ
ତତେ ଭଲ ପାଏ ମୁଁ
ଆଇ ଲଭ ୟୁ ଡୁ ୟୁ
ଆଇ ଲଭ ୟୁ ଡୁ ୟୁ
ଆଇ ଲଭ ୟୁ ୱାନ୍ନା ଲଭ ୟୁ
ଆଇ ଲଭ ୟୁ ଡୁ ୟୁ ଲଭ ମି
ପୁଅ
ବର୍ଷାରୁ ବସନ୍ତ ଶୀତରୁ ଶରତ
ବର୍ଷାରୁ ବସନ୍ତ ଶୀତରୁ ଶରତ
ପ୍ରେମ ଋତୁ ମୋର ତୁ
ଆଇ ଲଭ ୟୁ ଲଭ ୟୁ
ଆଇ ଲଭ ୟୁ ଲଭ ୟୁ
ଆଇ ଲଭ ୟୁ ଆଇ ଲଭ ୟୁ
ଆଇ ଲଭ ୟୁ ଆଇ ଲଭ ୟୁ
ଝିଅ
ଭିଡ ଭିତରେ ବି ଲାଗେ ଏକା ଏକା
ତୋ ସହ ମୋର ଜଦି ଦେଖା ହୁଏ ନାହିଁ
ପୁଅ
ଏକା ଏକା ଥାଇ ତୋ କଥା ଭାବିଲେ
ତୋ ମୁହଁ ଛଡା ମୋତେ କିଛି ଦିଶେ ନାହିଁ
ଝିଅ
ମାଟିରୁ ଆକାଶ ଆକାଶରୁ ମାଟି
ମାଟିରୁ ଆକାଶ ଆକାଶରୁ ମାଟି
ତତେ ଖୋଜୁ ଥାଏ ମୁଁ
ଆଇ ଲଭ ୟୁ ଡୁ ୟୁ
ଆଇ ଲଭ ୟୁ ଡୁ ୟୁ
ଆଇ ଲଭ ୟୁ ୱାନ୍ନା ଲଭ ୟୁ
ପୁଅ
ଆଇ ଲଭ ୟୁ ଆଇ ଲଭ ୟୁ
ପୁଅ
ଦିନ ସରେ ନାହିଁ ରାତି ସରେ ନାହିଁ
ଦିନ ରାତି ରାତି ଦିନ ଲାଗେ ଏକା ପରି
ଝିଅ
ହୋ ପୃଥିବୀଟା ଆଜି ଭାରି ଭଲ ଲାଗେ
ଇଛା ହୁଏ ଚାଲିବାକୁ ହାତ ତୋର ଧରି
ପୁଅ
ଛାତି ତଳେ ମନ ମନ ତଳେ ଘର
ଛାତି ତଳେ ମନ ମନ ତଳେ ଘର
ସେ ଘରେ ରହିଚୁ ତୁ
ପୁଅ-ଓ-ଝିଅ
ଆଇ ଲଭ ୟୁ ଲଭ ୟୁ
ଆଇ ଲଭ ୟୁ ଲଭ ୟୁ
ଆଇ ଲଭ ୟୁ ଆଇ ଲଭ ୟୁ
ଆଇ ଲଭ ୟୁ ଆଇ ଲଭ ୟୁ
Sakalaru Sanja Your Astrology Guru Lyrics In Odia Font
Jhia
Sakalaru Sanja Sanjaru Sakala
Sakalaru Sanja Sanjaru Sakala
Tate Bhala Pae Mun
I Love You Do You
I Love You Do You
I Love You Wanna Love you
I Love You Wanna Love you
Pua
Barsaru Basanta Sitaru Sarata
Barsaru Basanta Sitaru Sarata
Prema Rutu Mora Tu
I Love You Love You
I Love You Love You
I Love You I Love You
I Love You I Love You
Jhia
Bhida Bhitare Bi Lage Eka Eka
To Saha Mora Jadi Dekha Hua Nahi
Pua
Eka Eka Thai To Katha Bhabile
To Muhna Chhada Mote Kichhi Dise Nahi
Jhia
Matiru Akasa Akasaru Mati
Matiru Akasa Akasaru Mati
Tate Khoju Thae Mun
I Love You Do You
I Love You Do You
I Love You Wanna Love you
Pua
I Love You I Love You
Pua
Dina Sare Nahi Rati Sare Nahi
Dina Rati Rati Dina Lage Eka Pari
Jhia
Ho Pruthibi Ta Aji Bhari Bhla Lage
Ichha Hue Chalibaku Hata Tora Dhari
Pua
Chhati Tale Mana Mana Tale Ghara
Chhati Tale Mana Mana Tale Ghara
Se Ghare Rahichu Tu
Pua-o-jhia
I Love You Love You
I Love You Love You
I Love You I Love You
I Love You I Love You
Thank You