Loading...

299 Big Street, Govindpur, India

Open daily 10:00 AM to 10:00 PM

Tama Gora Ranga Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ତମ ଗୋରା ରଙ୍ଗ ଯେବେ ମଉଳିବ

Tama Gora Ranga Your Astrology Guru Lyrics In Odia Language

ତମ ଗୋରା ରଙ୍ଗ ଯେବେ ମଉଳିବ
ତମ ଏ ଚେହେରା ଯେବେ ଝାଉଁଳିବ
ତମ ଗୋରା ରଙ୍ଗ ଯେବେ ମଉଳିବ
ତମ ଏ ଚେହେରା ଯେବେ ଝାଉଁଳିବ
ଜଦି ମୋ କଥା ମନେ ପଡିବ
ଇଛା ହେଲେ….
ଇଛା ହେଲେ ଫେରି ଆସିବ
ହଁ ମୋ ପାଖକୁ ଫେରି ଆସିବ
ଇଛା ହେଲେ ଫେରି ଆସିବ
ହଁ ମୋ ପାଖକୁ ଫେରି ଆସିବ
ତମ ଗୋରା ରଙ୍ଗ ଯେବେ ମଉଳିବ
ତମ ଏ ଚେହେରା ଯେବେ ଝାଉଁଳିବ



ଆଜି ତମେ ସଜ ଫୁଲ ଖେଳିବେ କେତେ ଭଅଁର
ତମେ ଅଜି ସୁନା ଚାନ୍ଦି କିଣିବେ ସୌଦାଗର
ତମ ରଙ୍ଗର ସହରରେ ରହିବାକୁ ନାହିଁ ଘର
ତମ ରୂପର ବଜାରରେ ମୁଲ ନାହିଁ ମୋ ପ୍ରେମର
ହୋ….ଓ…ହୋ…ଓ
ଆଇନାରେ ଦେଖି ଯେବେ ଚମକିବ
ତମ ଯଉବନ ଯେବେ ଢଳିଯିବ
ଜଦି ମୋ କଥା ମନେ ପଡିବ
ଇଛା ହେଲେ….
ଇଛା ହେଲେ ଫେରି ଆସିବ
ହଁ ମୋ ଘରକୁ ଫେରି ଆସିବ
ଇଛା ହେଲେ ଫେରି ଆସିବ
ହଁ ମୋ ଘରକୁ ଫେରି ଆସିବ
ତମ ଗୋରା ରଙ୍ଗ ଯେବେ ମଉଳିବ
ତମ ଏ ଚେହେରା ଯେବେ ଝାଉଁଳିବ



ନାରୀ ତମେ ବହୁରୂପୀ
ତମେ ମହମ ଦୀପାଳି
କିଏ ଜାଣେ କେତେ ବେଳେ
କୋଉଠି ଯିବ ତରଳି
ପ୍ରେମ ନାଟକରେ ଅଭିନୟ
କଲ ତମେ କି ସୁନ୍ଦର
ଖେଳ ଖେଳିଲ ମୋ ସାଥିରେ
ପ୍ରତାରଣା ଛଳନାର
ହୋ….ଓ…ହୋ…..ଓ
ତମ ସବୁ ଡେଣା ଯେବେ ଛିଡି ଯିବ
ତମେ ଆଉ ଯେବେ ଉଡି ନ ପାରିବ
ଜଦି ମୋ କଥା ମନେ ପଡିବ
ଇଛା ହେଲେ
ଇଛା ହେଲେ ଫେରି ଆସିବ
ହଁ ମୋ ଗାଆଁକୁ ଫେରି ଆସିବ
ଇଛା ହେଲେ ଫେରି ଆସିବ
ହଁ ମୋ ଗାଆଁକୁ ଫେରି ଆସିବ
ତମ ଗୋରା ରଙ୍ଗ ଯେବେ ମଉଳିବ
ତମ ଏ ଚେହେରା ଯେବେ ଝାଉଁଳିବ

ତମ ଗୋରା ରଙ୍ଗ ଯେବେ ମଉଳିବ
ତମ ଏ ଚେହେରା ଯେବେ ଝାଉଁଳିବ
ଜଦି ମୋ କଥା ମନେ ପଡିବ
ଇଛା ହେଲେ…..
ଇଛା ହେଲେ ଫେରି ଆସିବ
ହଁ ମୋ ପାଖକୁ ଫେରି ଆସିବ
ଇଛା ହେଲେ ଫେରି ଆସିବ
ହଁ ମୋ ଘରକୁ ଫେରି ଆସିବ
ଇଛା ହେଲେ ଫେରି ଆସିବ
ହଁ ମୋ ଗାଆଁକୁ ଫେରି ଆସିବ

Tama Gora Ranga Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00