Table of Contents
Your Astrology Guru Lyrics
Piasi Akhire Mora Your Astrology Guru Lyrics In Odia Language
ପିଆସି ଆଖିରେ ମୋର ଭରିଦିଅ ଶ୍ରାବଣ
କାନ୍ଦିବାକୁ ନାହିଁ ଆଜି କିଛି କାରଣ
ହୋ କିଛି କାରଣ ହୋ କିଛି କାରଣ
ଏ ମନ ଜହ୍ନରେ ଆଜି ଲାଗିଚି ଗ୍ରହଣ
ଲାଗିଚି ଗ୍ରହଣ ହାଏ ଲାଗିଚି ଗ୍ରହଣ
ପିଆସି ଆଖିରେ ମୋର ଭରିଦିଅ ଶ୍ରାବଣ
କାନ୍ଦିବାକୁ ନାହିଁ ଆଜି କିଛି କାରଣ
ହାଏ କିଛି କାରଣ
ଏଇ ମୋର ଜୀବନଟା କିଛି ଫୁଲ କିଛି କଣ୍ଟା
ଦିନ ସରେନା ରାତି ବି ପାହେନା
ଏଇ ମୋର ଜୀବନଟା କିଛି ଫୁଲ କିଛି କଣ୍ଟା
ଦିନ ସରେନା ରାତି ବି ପାହେନା
ହସିବାକୁ ଇଛା ନାହିଁ ଫେରିଯା ଫଗୁଣ ହାଏ
ହସିବାକୁ ଇଛା ନାହିଁ ଫେରିଯା ଫଗୁଣ
ଅଳପ ପ୍ରେମରେ ପାଇଚି ଅନେକ କଷଣ
ହୋ ଫେରିଯା ଫଗୁଣ ହାଏ ଲାଗିଚି ଗ୍ରହଣ
ପିଆସି ଆଖିରେ ମୋର ଭରି ଦିଅ ଶ୍ରାବଣ
କାନ୍ଦିବାକୁ ନାହିଁ ଆଜି କିଛି କାରଣ
ହାଏ କିଛି କାରଣ
ଶପଥର କାଚ ଘର ଭାଙ୍ଗିଦେଲା ବାଲି ଝଡ
ଦିନ ଯାଇଚି ଚି଼ହ୍ନ ରହିଚି
ଶପଥର କାଚ ଘର ଭାଙ୍ଗିଦେଲା ବାଲି ଝଡ
ଦିନ ଯାଇଚି ଚି଼ହ୍ନ ରହିଚି
ସପନର ଟୁକୁଡାରେ ଖୋଜୁଚି ଜୀବନ
ସପନର ଟୁକୁଡାରେ ଖୋଜୁଚି ଜୀବନ
ମୋ ପାଇଁ ଜୀବନ ସାଜିଚି ଅକୁହା ଦହନ
ହୋ ଅସରା ଚଳନ ହାଏ ଲାଗିଚି ଗ୍ରହଣ
ପିଆସି ଆଖିରେ ମୋର ଭରି ଦିଅ ଶ୍ରାବଣ
କାନ୍ଦିବାକୁ ନାହିଁ ଆଜି କିଛି କାରଣ
ହାଏ କିଛି କାରଣ ହୋ କିଛି କାରଣ
ଏ ମନ ଜହ୍ନରେ ଆଜି ଲାଗିଚି ଗ୍ରହଣ
ହାଏ ଲାଗିଚି ଗ୍ରହଣ ହାଏ ଲାଗିଚି ଗ୍ରହଣ
ଫେରିଯା ଫଗୁଣ ହାଏ ଫେରିଯା ଫଗୁଣ
Piasi Akhire Mora Your Astrology Guru Lyrics In Odia Font
Thank You