Table of Contents
Your Astrology Guru Lyrics
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
Tame Jebe Hasidela Mate Chahin Your Astrology Guru Lyrics In Odia Language
ହୋ ତମେ ଯେବେ ହସିଦେଲ ମତେ ଚାହିଁ
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
ଯେବେ ଫୁଲଟିଏ ଦେଲି ହାତେ ନେଇ
ହୋ ଯେବେ ଫୁଲଟିଏ ଦେଲି ହାତେ ନେଇ
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
ତମ ନାଁ ସାଥେ ଯେବେ ନାଁ ମୋର ଉଠେ
ତୁମ ସରୁ ଓଠ ଧାରେ କୃଷ୍ଣଚୁଡା ଫୁଟେ
ହାଏ ତମ ନାଁ ସାଥେ ଯେବେ ନାଁ ମୋର ଉଠେ
ତୁମ ସରୁ ଓଠ ଧାରେ କୃଷ୍ଣଚୁଡା ଫୁଟେ
ସେଇ ବାହାନାରେ ଦେଲି ଯେବେ ଛୁଇଁ
ହୋ ସେଇ ବାହାନାରେ ଦେଲି ଯେବେ ଛୁଇଁ
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
ଛାତି ପକେଟରେ ଦେଖି ଛବି ତମର
ଖବରଟା ବ୍ୟାପିଗଲା ସାରା ସହର
ହାଏ ହାଏ ହାଏ
ଛାତି ପକେଟରେ ଦେଖି ଛବି ତମର
ଖବରଟା ବ୍ୟାପିଗଲା ସାରା ସହର
ଯେବେ ଚର୍ଚ୍ଚା ହେଲା ମୋ ପ୍ରେମକୁ ନେଇ
ଯେବେ ଚର୍ଚ୍ଚା ହେଲା ମୋ ପ୍ରେମକୁ ନେଇ
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
ତମେ ଯେବେ ହସିଦେଲ ମତେ ଚାହିଁ
ହୋ ତମେ ଯେବେ ହସିଦେଲ ମତେ ଚାହିଁ
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
କିଛି ଲୋକ ବରଫରୁ ଗଲେ ନିଆଁ ହୋଇ
Tame Jebe Hasidela Mate Chahin Your Astrology Guru Lyrics In Odia Font
Thank You