Loading...

299 Big Street, Govindpur, India

Open daily 10:00 AM to 10:00 PM

To Bina Mu Nahi Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ତୋ ବିନା ମୁଁ ନାହିଁ ମୋ ବିନା ତୁ

To Bina Mu Nahi Mo Bina Tu Your Astrology Guru Lyrics In Odia Language


ତୋ ବିନା ମୁଁ ନାହିଁ ମୋ ବିନା ତୁ
ଏକଥା ମୁଁ କହୁ ନାହିଁ କହି ଥିଲୁ ତୁ
କହି ଥିଲୁ ତୁ


ତୋ ବିନା ମୁଁ ନାହିଁ ମୋ ବିନା ତୁ
ଏକଥା ମୁଁ କହୁ ନାହିଁ କହି ଥିଲୁ ତୁ
ଏବେ କୋଉଠି ଲୋ ତୁ
ଏବେ କାହା ସାଥେ ତୁ
ଏବେ କୋଉଠି ଲୋ ତୁ
ଏବେ କାହା ସାଥେ ତୁ
ମୁଁ ଯୋଉଠି ଥିଲି ଯେମିତି ଥିଲି
ସେମିତି ଅଛି ମୁଁ
ତୋ ବିନା ମୁଁ ନାହିଁ ମୋ ବିନା ତୁ
ଏକଥା ମୁଁ କହୁ ନାହିଁ କହି ଥିଲୁ ତୁ








ତୁ ଥିଲୁ ଫଗୁଣ ତ ଥିଲା ମୋ ପାଖରେ
ଚାନ୍ଦିନି ବି ଝରୁଥିଲା ଉଆସ ରାତିରେ
ହୋ ତୁ ଗଲା ପରେ ପରେ ଶ୍ରାବଣ ଆସିଲା
ମୋ ଆଖିରୁ ତୋ ସ୍ମୁତିରେ ଲୁହ ବରଷିଲା
ଏବେ କେତେ ଦୂରେ ତୁ
ଏବେ କାହା ଘରେ ତୁ
ଏବେ କେତେ ଦୂରେ ତୁ
ଏବେ କାହା ଘରେ ତୁ
ମୁଁ ଯୋଉଠି ଥିଲି ଯେମିତି ଥିଲି
ସେମିତି ଅଛି ମୁଁ
ତୋ ବିନା ମୁଁ ନାହିଁ ମୋ ବିନା ତୁ
ଏକଥା ମୁଁ କହୁ ନାହିଁ କହି ଥିଲୁ ତୁ









ଆଜି କାଇଁ ରାତି ହେଲେ ପଚାରେ ନିଜକୁ
ଭଲ ପାଇବାରେ କିଏ ଠକିଚି କାହାକୁ
ହୋ ଏ ରାତି ଏ ଜହ୍ନ ଜାଣେ ଛଳନା ତୋହର
ମୋ ପ୍ରେମକୁ କରି ଦେଲୁ ତୁ ଯୋଉ ଘର
ଏବେ କାହା ରାଣୀ ତୁ କାହା ସାଧଵାଣୀ ତୁ
ଏବେ କାହା ରାଣୀ ତୁ କାହା ସାଧଵାଣୀ ତୁ
ମୁଁ ଯୋଉଠି ଥିଲି ଯେମିତି ଥିଲି
ସେମିତି ଅଛି ମୁଁ
ତୋ ବିନା ମୁଁ ନାହିଁ ମୋ ବିନା ତୁ
ଏକଥା ମୁଁ କହୁ ନାହିଁ କହି ଥିଲୁ ତୁ
ଏବେ କୋଉଠି ଲୋ ତୁ
ଏବେ କାହା ସାଥେ ତୁ
ଏବେ କୋଉଠି ଲୋ ତୁ
ଏବେ କାହା ସାଥେ ତୁ
ମୁଁ ଯୋଉଠି ଥିଲି ଯେମିତି ଥିଲି
ସେମିତି ଅଛି ମୁଁ
ସେମିତି ଅଛି ମୁଁ
ସେମିତି ଅଛି ମୁଁ
ସେମିତି ଅଛି ମୁଁ
ସେମିତି ଅଛି ମୁଁ

To Bina Mu Nahi Mo Bina Tu Your Astrology Guru Lyrics In English Font



To Bina Mu Nahi Mo Bina Tu
Akatha Mu Kahu Nahi Kahi Thilu Tu
Kahi Thilu Tu
To Bina Mu Nahi Mo Bina Tu
Akatha Mu Kahu Nahi Kahi Thilu Tu
Ebe Kauthi Lo Tu
Ebe Kaha Sathe Tu
Ebe Kauthi Lo Tu
Ebe Kaha Sathe Tu
Mu Jauthi Thili Jemiti Thili Semiti Achi Mu
To Bina Mu Nahi Mo Bina Tu
Akatha Mu Kahu Nahi Kahi Thilu Tu
Tu Thilu Fagunata Thila Mo Pakhare
Chandini Bi Jharuthila Uasa Ratire
Ho Tu Gala Pare Pare Srabana Asila
Mo Akhiru To Smrutire Luha Barasila
Ebe Kete Dure Tu
Ebe Kaha Ghare Tu
Ebe Kete Dure Tu
Ebe Kaha Ghare Tu
Mu Jauthi Thili Jemiti Thili Semiti Achi Mu
To Bina Mu Nahi Mo Bina Tu
Akatha Mu Kahu Nahi Kahi Thilu Tu
Aji Kai Rati Hele Pachare Nijaku
Bhala Paibare Kia Thakichi Kahaku
Ho A Rati A Jahna Jane Chhalana Tohara
Mo Premaku Karidelu Tu Jau Ghara
Ebe Kaha Rani Tu Kaha Sadhabani Tu
Ebe Kaha Rani Tu Kaha Sadhabani Tu
Mu Jauthi Thili Jemiti Thili Semiti Achi Mu
To Bina Mu Nahi Mo Bina Tu
Akatha Mu Kahu Nahi Kahi Thilu Tu
Ebe Kauthi Lo Tu
Ebe Kaha Sathe Tu
Ebe Kauthi Lo Tu
Ebe Kaha Sathe Tu
Mu Jauthi Thili Jemiti Thili Semiti Achi Mu
Semiti Achi Mu
Semiti Achi Mu
Semiti Achi Mu
Semiti Achi Mu





Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00