Loading...

299 Big Street, Govindpur, India

Open daily 10:00 AM to 10:00 PM

To Chehera Fula Pasara Your Astrology Guru Lyrics In Odia Font

Tapu Mishra Udit Narayan

Your Astrology Guru Lyrics

ତୋ ଚେହେରା ଫୁଲ ପସରା
ତୋ ଚାହାଣି ମେଘ ଅସରା

To Chehera Fula Pasara Your Astrology Guru Lyrics In Odia Language



ଝିଅ
ଲା ଲା ଲା ଲା ଲା ଲା


ପୁଅ
ତୋ ଚେହେରା ଫୁଲ ପସରା
ତୋ ଚାହାଣି ମେଘ ଅସରା
ତୋ ଚେହେରା ଫୁଲ ପସରା
ତୋ ଚାହାଣି ମେଘ ଅସରା
ଝିଅ
ମେଘ ପାଇଁ ବର୍ଷା ଗାଏ
ବର୍ଷା ପାଇଁ ମାଟି ଗାଏ
ତୋ ପାଇଁ ଗାଏ ମୁ ଗୀତ
ମିତ ମିତ ମିତ ମିତ
ପୁଅ
ମିତରେ ମିତ ମିତରେ ମିତ
ମିତରେ ମିତ ମିତରେ ମିତ






ପୁଅ
ସ୍ବପ୍ନଠୁ ସୁନ୍ଦରୀ ତୁ
ଜହ୍ନଠୁ କୁଆଁରି ତୁ
ନଦୀଠାରୁ ଅଳସି ତୁ
ତୋ ପାଇଁ ପାଗଳ ମୁଁ
ଝିଅ
ହାଁ ଆରମ୍ଭରେ ଅଛୁ ତୁ
ଶେଷରେ ବି ଅଛୁ ତୁ
ଏପାଖେ ତୁ ସେପାଖେ ତୁ
ତୋରି ମଝିରେ ମୁଁ
ପୁଅ
ତୋ ପାଇଁ ମନ ମୋର
ଦିନ ରାତି ଯାଯାବର
ବରଷା ବସନ୍ତ ଶୀତ
ଝିଅ
ମିତ ମିତ ମିତ ମିତ
ପୁଅ
ମିତରେ ମିତ ମିତରେ ମିତ
ଝିଅ
ମିତରେ ମିତ ମିତରେ ମିତ






ଝିଅ
ହାଏରେ ଯାଦୁଗର ସପନ ସୌଦାଗର
ଏତେ ସ୍ବପ୍ନ ଦେଲୁ ଆଣି
ଆଖିରେ ଧରୁନି ମୋର
ପୁଅ
ଚାନ୍ଦିନୀ ତୁ ଚାନ୍ଦର ମହକ ଚନ୍ଦନର
ଏତେ ମିଠା ମହକିଲୁ
ନିଦ ହେଇ ଗଲା ପର
ଝିଅ
ହାତ ମୋର ଥିଲା ଖାଲି
ଛୁଁ ଛୁଁ ଛୁଇଁ ଦେଲି ସରଗର ପାରିଜାତ
ମିତ ମିତ ମିତ ମିତ
ପୁଅ
ମିତରେ ମିତ ମିତରେ ମିତ
ଝିଅ
ମିତରେ ମିତ ମିତରେ ମିତ

To Chehera Fula Pasara Your Astrology Guru Lyrics In English Font


Female
La La La La La La
Male
To Chehera Fula Pasara
To Chahani Megha Asara
To Chehera Fula Pasara
To Chahani Megha Asara
Female
Megha Pain Barsha Gaa
Barsha Pain Mati Gaa
To Pain Gaa Mu Gita
Mita Mita Mita Mita
Male
Mitare Mita Mitare Mita
Mitare Mita Mitare Mita
Male
Swapnathu Sundari Tu
Jahnathu Kuari Tu
Naditharu Alasi Tu
To Pain Pagala Mu
Female
Haa Arambhare Achu Tu
Sesare Bi Achu Tu
Apakhe Tu Sepakhe Tu
Tori Majhire Mu
Male
To Pain Mana Mora
Dina Rati Jajabara
Barasa Basanta Sita
Female
Mita Mita Mita Mita
Male
Mitare Mita Mitare Mita
Female
Mitare Mita Mitare Mita
Female
Haare Jadugara Sapana Soudagara
Ate Swapna Delu Ani
Akhire Dharuni Mora
Male
Chandini Tu Chandara Mahaka Chandanara
Ate Mitha Mahakilu
Nida Hei Gala Para
Female
Hata Mora Thila Khali
Chhu Chhu Chhuin Deli Saragara Parijata
Mita Mita Mita Mita
Male
Mitare Mita Mitare Mita
Female
Mitare Mita Mitare Mita




Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00