Loading...

299 Big Street, Govindpur, India

Open daily 10:00 AM to 10:00 PM

To Pain Dhak Dhak Dil Helare Your Astrology Guru Lyrics In Odia Language

Babushan

Your Astrology Guru Lyrics

ତୋ ପାଇଁ ଧକ ଧକ ଦିଲ ହେଲାରେ
ମାରି ଦେଲାରେ ମୋର ଜାନ ନେଲାରେ

to pain dhak dhak dil helare Your Astrology Guru Lyrics in odia language



ତୋ ପାଇଁ ଧକ ଧକ ଦିଲ ହେଲାରେ
ମାରି ଦେଲାରେ ମୋର ଜାନ ନେଲାରେ
ତୋ ପାଇଁ ଧକ ଧକ ଦିଲ ହେଲାରେ
ମାରି ଦେଲାରେ ମୋର ଜାନ ନେଲାରେ


ହୋ…ହୋ…ହୋ…ହୋ…
ମୋର ଜୀବନେ ତୁ ମୋର ସ୍ପନ୍ଦନେ ତୁ
ପ୍ରେମ ସଞ୍ଜିବନୀ ତୁ ହୋ…
ମୋର ନିଦରେ ତୁ ମୋର ସ୍ବପ୍ନରେ ତୁ
ଛାତି ଭିତରେ ଖାଲି ତୁ
ତୋ ପ୍ରେମ ରଙ୍ଗ ଅଭିର ହୋଇ
ମୋ ଦିନ ରାତି ଦିଏ ରଙ୍ଗେଇ
ସବୁଠି ତୁ ଖାଲି ତୁ…
ହୋ….ହୋ….

ଉଁ..ତୋ ପାଇଁ ଧକ ଧକ ଦିଲ ହେଲାରେ
ମାରି ଦେଲାରେ ମୋର ଜାନ ନେଲାରେ




ଯେବେ ଆଖି ବୁଜେ
ଭାବନାରେ ଭାଙ୍ଗୁ ମୋର ଅଳସ
ଆଖି ଖୋଲି ଦେଲେ
ପବନରେ ପାଏ ତୋର ପରଶ
ଯୁଆଡେ ଗଲେ ତୋ ପ୍ରେମ ଛାଇ
ମୋ ସାଥେ ଚାଲେ ସାଥିଟେ ହୋଇ
ଏକା ଚାଲୁନି ଆଜି ମୁଁ
ମୋର ଗୀତରେ ତୁ
ମୋର ଗପରେ ତୁ
ଛବିରେ ତୁ ଖାଲି ତୁ





ଏଇ ମନ ତଳେ
ଲକ୍ଷେ ପ୍ରେମ ଦୀପ ଜଳେ ତୋ ପାଇଁ
ହାତ ପାପୁଲିରେ
ସରଗ ତୁ ଆଣି ଦେଲୁ ମୋ ପାଈଁ
ଯାହା ଥିଲା ମୋ ଛୋଟିଆ ଆଶା
ତୋ ହୃଦୟରେ ବାନ୍ଧିଚି ବସା
ଫେରେଇ ଦବୁ ନାହିଁ ତୁ…..
ହୋ……ହୋ…….
ମୋର ହସରେ ତୁ ମୋର ଲୁହରେ ତୁ
ମିଠା ସ୍ମୁତିରେ ଖାଲି ତୁ
ମୋର ଜୀବନେ ତୁ
ମୋର ସ୍ପନ୍ଦନେ ତୁ
ପ୍ରେମ ସଞ୍ଜିବନୀ ତୁ

to pain dhak dhak dil helare Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00