Table of Contents
Your Astrology Guru Lyrics
ତୁମ ପରିଚୟରେ ମୁଁ ଆଜି ବାଟ ଚାଲୁଚି
tuma parichayare mu Your Astrology Guru Lyrics in odia language
ଶିଖେଇଲ ତଥାପି ବି ଅଧା ବାକି ରହିଚି
ଓ ତୁମ ପରିଚୟରେ ମୁଁ ଆଜି ବାଟ ଚାଲୁଚି
ଶିଖେଇଲ ତଥାପି ବି ଅଧା ବାକି ରହିଚି
ଅଧା ଗଢ଼ା ହେଇ ତୁମ ବାଟ ଚାହିଁଚି
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଦିଗହରା ପକ୍ଷୀଟିକୁ କାଇଁ ଜାଗା ଦେଲ
କଥା ଦେଇ ଫେରିବାର ବାଟ ଭୁଲିଗଲ
ହୋ ଲେଖୁ ଲେଖୁ ଲେଖା ମୋର
ଅଧା ରହି ଯାଏ
ଭାବୁ ଭାବୁ ଭାବନାରୁ ଶବ୍ଦ ସରି ଯାଏ
ଆଖି ପାହାନ୍ତାରୁ ସ୍ବପ୍ନ ଦୁରେଇ ଯାଏ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଏତେ ଭଲ ମଣିଷଟେ କାଇଁ ତୁମେ ହେଲ
ଜିଇଁବାର ପ୍ରତି ପାଦେ ସ୍ମୁତି ଢାଳି ଦେଲ
ହୋ ଜୀବନର ଦୋ ଛକିରେ ଚାହିଁଚି ମୁଁ ବସି
କେବେ ତୁମ ସ୍ପର୍ଶ ପାଇ ଫେରିବ ମୋ ଖୁସି
ପାଦ ତଳୁ ମାଟି ଆଜି ଯାଉଚି ଖସି
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
tuma parichayare mu Your Astrology Guru Lyrics in odia language
Thank You