Loading...

299 Big Street, Govindpur, India

Open daily 10:00 AM to 10:00 PM

tunde thau tuma nama Your Astrology Guru Lyrics in odia language

Mohammed Aziz

Your Astrology Guru Lyrics

ଯାଉଥିବ ପ୍ରାଣପକ୍ଷୀ ଛାଡି ଇହ ଧାମ ହୋ
ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ

Tunde Thau Tuma Nama Your Astrology Guru Lyrics In Odia Language

ମହାବାହୁ ହେ….ମହାବାହୁ ହେ….
ମହାବାହୁ ହେ….ମହାବାହୁ ହେ….

ଯାଉଥିବ ପ୍ରାଣପକ୍ଷୀ ଯାଉଥିବ
ଯାଉଥିବ ପ୍ରାଣପକ୍ଷୀ ଛାଡି ଇହ ଧାମ ହୋ

ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ

ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ
କାନ୍ଦୁଥିବେ ଘରଲୋକେ କାନ୍ଦୁଥିବେ
କାନ୍ଦୁଥିବେ ଘରଲୋକେ ହସୁଥିବ ଯମ ହୋ

ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ

ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ


ଜୀବନଟା ପାଣି କାଚ କାଲି ଭାଙ୍ଗିଯିବ ହୋ

ରାମ ନାମ ଶଵାରୀରେ ଝିଅ ବିଦା ହବ ହୋ
ହୋ..ଜୀବନଟା ପାଣି କାଚ କାଲି ଭାଙ୍ଗିଯିବ ହୋ
ରାମ ନାମ ଶଵାରୀରେ ଝିଅ ବିଦା ହବ ହୋ
କୁମ୍ଭାର ଗଢ଼ିଛି କୁମ୍ଭ ମାଟି ପିଟି ପିଟି ହୋ
ପୁରୁଣା ହେଲେ ସେ ପରା ଆପେ ଯିବ ଫାଟି ହୋ
ଜଳୁଥିବ ଜୁଇ ନିଆଁ ଜଳୁଥିବ
ଜଳୁଥିବ ଜୁଇ ନିଆଁ ଲିଭିଯିବ ହୋମ ହୋ
ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ

ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ


ଧୂଳି ଖେଳ ସରିଗଲେ ବାଲିଘର ଭାଙ୍ଗିବ

ବାହାଘର ସରିଗଲେ ବେଦି ମୁହଁ ପୋଡିବ
କର୍ମବଳ ଥିଲେ ସିନା କର୍ମଫଳ ଫଳିବ
ଧର୍ମବଳ ଥଲେ ତୁମ ପାଦେ ଆଶ୍ରା ମିଳିବ
ପଡୁଥିବ ହରିବୋଲ ପଡୁଥିବ

ପଡୁଥିବ ହରିବୋଲ ଶୁଭିଥିବ ରାମ ହୋ
ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ
ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ
ଯାଉଥିବ ପ୍ରାଣପକ୍ଷୀ ଯାଉଥିବ

ଯାଉଥିବ ପ୍ରାଣପକ୍ଷୀ ଛାଡି ଇହ ଧାମ ହୋ
ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ
ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ
ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ
ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ

Tunde Thau Tuma Nama Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00