Table of Contents
Your Astrology Guru Lyrics
କିଛି ଆଉ ନାହିଁ ବୋଲି
Tuma Bina Jagannatha Your Astrology Guru Lyrics In Odia Language
କିଛି ଆଉ ନାହିଁ ବୋଲି
ବିକଳ୍ପ ବ୍ୟବସ୍ଥା ଏତେ ଏତେ ଦୁଃଖ ପରେ
ବାଧ୍ୟ ହୋଇ ତୁମଠାରେ
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
ତୁମ ବିନା ଜଗନ୍ନାଥ
କିଛି ଆଉ ନାହିଁ ବୋଲି
ବିକଳ୍ପ ବ୍ୟବସ୍ଥା ଏତେ ଏତେ ଦୁଃଖ ପରେ
ବାଧ୍ୟ ହୋଇ ତୁମଠାରେ
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
ତୁମ ବିନା ଜଗନ୍ନାଥ ହୋ….
ପୁଣ୍ୟ ବଳେ ତୁମକୁ ମୁଁ ନ ପାଇଲେ ଜଗନ୍ନାଥ
ଚେଷ୍ଟା କରି ମହା ପାପି ହେବି
ହିରଣ୍ୟ କଶ୍ୟପ ପରି ତୁମ ହାତେ ଗଲେ ମରି
ସହଜରେ ମୋକ୍ଷ ହୋଇଯିବି
ପୁଣ୍ୟ ବଳେ ତୁମକୁ ମୁଁ ନ ପାଇଲେ ଜଗନ୍ନାଥ
ଚେଷ୍ଟା କରି ମହା ପାପି ହେବି
ହିରଣ୍ୟ କଶ୍ୟପ ପରି ତୁମ ହାତେ ଗଲେ ମରି
ସହଜରେ ମୋକ୍ଷ ହୋଇଯିବି
ଏଇ ମୋର ଶେଷ କଥା ଏଇ ଶେଷ ରାସ୍ତା
ଏଇ ମୋର ଶେଷ କଥା ଏଇ ଶେଷ ରାସ୍ତା
ଏଇ ଶେଷ ରାସ୍ତା
ତୁମ ବିନା ଜଗନ୍ନାଥ ହୋ….
ପାପ ପୁଣ୍ୟ ଦୂରେ ଥାଉ
ତୁମ ଠାରେ ମହା ବାହୁ
ଅଛି ମୋର ପୂର୍ଣ୍ଣ ଅଧିକାର
ସେଥିରୁ ବଞ୍ଚିତ ହେଲେ
ଛାଡ଼ିତ ନଦେବି ଭଲେ
ବେଳ ଥାଉ କର ପ୍ରତିକାର
ପାପ ପୁଣ୍ୟ ଦୂରେ ଥାଉ
ତୁମ ଠାରେ ମହା ବାହୁ
ଅଛି ମୋର ପୂର୍ଣ୍ଣ ଅଧିକାର
ସେଥିରୁ ବଞ୍ଚିତ ହେଲେ
ଛାଡ଼ିତ ନଦେବି ଭଲେ
ବେଳ ଥାଉ କର ପ୍ରତିକାର
ହାତ ଯୋଡି କହୁଛି ମୁଁ ଦେଖ ମୋ ଅବସ୍ଥା
ହାତ ଯୋଡି କହୁଛି ମୁଁ ଦେଖ ମୋ ଅବସ୍ଥା
ଦେଖ ମୋ ଅବସ୍ଥା
ତୁମ ବିନା ଜଗନ୍ନାଥ
କିଛି ଆଉ ନାହିଁ ବୋଲି
ବିକଳ୍ପ ବ୍ୟବସ୍ଥା ଏତେ ଏତେ ଦୁଃଖ ପରେ
ବାଧ୍ୟ ହୋଇ ତୁମଠାରେ
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
ତୁମ ବିନା ଜଗନ୍ନାଥ
କିଛି ଆଉ ନାହିଁ ବୋଲି
ବିକଳ୍ପ ବ୍ୟବସ୍ଥା ଏତେ ଏତେ ଦୁଃଖ ପରେ
ବାଧ୍ୟ ହୋଇ ତୁମଠାରେ
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
Tuma Bina Jagannatha Your Astrology Guru Lyrics In English Font
Tuma Bina Jagannatha
Kichhi Au Nahi Boli
Bikalpa Byabasta Ate Ate Dukha Pare
Badhya Hoi Tuma Thare
Rakhichhi Mu Asta
Tuma Bina Jagannatha
Kichhi Au Nahi Boli
Bikalpa Byabasta Ate Ate Dukha Pare
Badhya Hoi Tuma Thare
Rakhichhi Mu Asta
Rakhichhi Mu Asta
Rakhichhi Mu Asta
Rakhichhi Mu Asta
Tuma Bina Jagannatha Ho
Punya Bale Tumaku Mu Na Paile Jagannatha
Chesta Kari Maha Papi Hebi
Hiranya Kasyapa Pari Tuma Hate Gale Mari
Sahajare Mokhya Hoi Jibi
Punya Bale Tumaku Mu Na Paile Jagannatha
Chesta Kari Maha Papi Hebi
Hiranya Kasyapa Pari Tuma Hate Gale Mari
Sahajare Mokhya Hoi Jibi
Ae Mora Sesa Katha Ae Sesa Rasta
Ae Mora Sesa Katha Ae Sesa Rasta
Ae Sesa Rasta
Tuma Bina Jagannatha Ho
Papa Punya Dure Thau
Tuma Thare Maha Bahu
Achi Mora Punya Adhikara
Sethiru Banchita Hele
Chhadita Nadebi Bhale
Bela Thau Kara Pratikara
Papa Punya Dure Thau
Tuma Thare Maha Bahu
Achi Mora Punya Adhikara
Sethiru Banchita Hele
Chhadita Nadebi Bhale
Bela Thau Kara Pratikara
Hata Jodi Kahuchhi Mu Dekha Mo Abasta
Hata Jodi Kahuchhi Mu Dekha Mo Abasta
Dekha Mo Abasta
Tuma Bina Jagannatha
Kichhi Au Nahi Boli
Bikalpa Byabasta Ate Ate Dukha Pare
Badhya Hoi Tuma Thare
Rakhichhi Mu Asta
Rakhichhi Mu Asta
Tuma Bina Jagannatha
Kichhi Au Nahi Boli
Bikalpa Byabasta Ate Ate Dukha Pare
Badhya Hoi Tuma Thare
Rakhichhi Mu Asta
Rakhichhi Mu Asta
Rakhichhi Mu Asta
Rakhichhi Mu Asta
Rakhichhi Mu Asta
Rakhichhi Mu Asta
Thank You