Your Astrology Guru Lyrics
ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
baraku sundara Your Astrology Guru Lyrics in odia language
ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
ରଧାକୁ ସୁନ୍ଦର କଳସୀ ପାଣି
ରଧାକୁ ସୁନ୍ଦର କଳସୀ ପାଣି
ଜଗତେ ସୁନ୍ଦର ଶ୍ରୀକ୍ଷେତ୍ର ମଣି
ହାଏ ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
ବୁଢା ହାତରେ ଗୀତା ସୁନ୍ଦର
ବୁଢ଼ୀ କି ଚନ୍ଦନ ଚିତା
ଠାକୁର ଘରେ ଦୀପ ସୁନ୍ଦର
ଚଉଁରା ମୂଳେ ସଳିତା
ବୁଢା ହାତରେ ଗୀତା ସୁନ୍ଦର
ବୁଢ଼ୀ କି ଚନ୍ଦନ ଚିତା
ଠାକୁର ଘରେ ଦୀପ ସୁନ୍ଦର
ଚଉଁରା ମୂଳେ ସଳିତା
ଭକ୍ତଙ୍କୁ ସୁନ୍ଦର ଗିନି ଖଞ୍ଜଣୀ
ଭକ୍ତଙ୍କୁ ସୁନ୍ଦର ଗିନି ଖଞ୍ଜଣୀ
ଜଗାକୁ ସୁନ୍ଦର ବାଙ୍କ ଚାହାଣି
ହେ ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
ସୁନ୍ଦର ବୋଲି ଶ୍ରୀ ଜଗନ୍ନାଥ
ସୁନ୍ଦର ହେଲା ଜଗତ
ସବୁ ସୁନ୍ଦର ଭିତରେ ସାର
ବଡ ଦାଣ୍ଡେ ବଡ ରଥ
ସୁନ୍ଦର ବୋଲି ଶ୍ରୀ ଜଗନ୍ନାଥ
ସୁନ୍ଦର ହେଲା ଜଗତ
ସବୁ ସୁନ୍ଦର ଭିତରେ ସାର
ବଡ ଦାଣ୍ଡେ ବଡ ରଥ
ରଥକୁ ସୁନ୍ଦର ଦିଅଁ ପହଣ୍ଡି
ରଥକୁ ସୁନ୍ଦର ଦିଅଁ ପହଣ୍ଡି
ଜଗାଙ୍କୁ ସୁନ୍ଦର ନାଗର ଠାଣି
ହେ ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
ରଧାକୁ ସୁନ୍ଦର କଳସୀ ପାଣି
ରଧାକୁ ସୁନ୍ଦର କଳସୀ ପାଣି
ଜଗତେ ସୁନ୍ଦର ଶ୍ରୀକ୍ଷେତ୍ର ମଣି
ହେ ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
baraku sundara Your Astrology Guru Lyrics in odia language
Thank You