Loading...

299 Big Street, Govindpur, India

Open daily 10:00 AM to 10:00 PM

Mu Priyaku Sindura Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ମୁ ପ୍ରିୟାକୁ ସିନ୍ଦୁର ନଦେଲି ନାହିଁ

Mu Priyaku Sindura Your Astrology Guru Lyrics In Odia Language

ମୁ ପ୍ରିୟାକୁ ସିନ୍ଦୁର ନଦେଲି ନାହିଁ
ଫରୁଆ ପଠେଇ ଦେବି ବାହାଘରକୁ
ମୁ ପ୍ରିୟାକୁ ଓଢଣୀ ନଦେଲି ନାହିଁ
ଶାଢ଼ୀଟେ ପଠେଇ ଦେବି ବାହାଘରକୁ
ପିଲା ଦିନ ସାଥି ଜଦି ଯାଉଚି ଯାଉ
ତା ଖୁସିରେ ଝରି ଯାଉ ଆଖିରୁ ଲହୁ
ପିଲା ଦିନ ସାଥି ଜଦି ଯାଉଚି ଯାଉ
ତା ଖୁସିରେ ଝରି ଯାଉ ଆଖିରୁ ଲହୁ
ଦୁଃଖ ନାହିଁ…..
ବୁଝେଇ ଦେଇଚି ଆଜି ନିଜ ମନକୁ
ମୁ ପ୍ରିୟାକୁ ସିନ୍ଦୁର ନଦେଲି ନାହିଁ
ଫରୁଆ ପଠେଇ ଦେବି ବାହାଘରକୁ
ଫରୁଆ ପଠେଇ ଦେବି ବାହାଘରକୁ



ସଢ଼େଇରେ ଭାତ ସଢ଼େଇରେ ଡାଲି
ଟିକି ବହୁ ରାଣୀ ହେଇ ରାନ୍ଧୁଥିଲା ବସି
ସେ କାହାଣୀ ମିଛ ଏ କାହାଣୀ ସତ
ନାଲି ଶଙ୍ଖା ଚୁଡ଼ି ପିନ୍ଧି ଯାଉ ହସି ହସି
ହୋ ସଢ଼େଇରେ ଭାତ ସଢ଼େଇରେ ଡାଲି
ଟିକି ବହୁ ରାଣୀ ହେଇ ରାନ୍ଧୁଥିଲା ବସି
ସେ କାହାଣୀ ମିଛ ଏ କାହାଣୀ ସତ
ନାଲି ଶଙ୍ଖା ଚୁଡ଼ି ପିନ୍ଧି ଯାଉ ହସି ହସି
ପ୍ରିୟା ମୋର ଯାଏ ଆଜି କୋଉଡ଼ି ଖେଳି
ଛିଡି ଗଲେ ଛିଡି ଯାଉ ମୋ ଫୁଲ ଦୋଳି
ପ୍ରିୟା ମୋର ଯାଏ ଆଜି କୋଉଡ଼ି ଖେଳି
ଛିଡି ଗଲେ ଛିଡି ଯାଉ ମୋ ଫୁଲ ଦୋଳି
ଦୁଃଖ ନାହିଁ…….
ବୁଝେଇ ଦେଇଚି ଆଜି ନିଜ ମନକୁ
ମୁ ପ୍ରିୟାକୁ ସିନ୍ଦୁର ନଦେଲି ନାହିଁ
ଫରୁଆ ପଠେଇ ଦେବି ବାହାଘରକୁ
ଫରୁଆ ପଠେଇ ଦେବି ବାହାଘରକୁ



ସାରୁ ବୁଦା ମୂଳେ ବେଙ୍ଗୁଲିର ଗୀତ
ସାଥି ହେଇ ଶୁଣୁଥିଲୁ ବରଷାରେ ଭିଜି
ସେ ବରଷା ମିଛ ଏ ବରଷା ସତ
ପ୍ରେମରେ ଭିଜୁ ମୋ ପ୍ରିୟା ବୋହୁରାଣୀ ସାଜି
ହୋ ସାରୁ ବୁଦା ମୂଳେ ବେଙ୍ଗୁଲିର ଗୀତ
ସାଥି ହେଇ ଶୁଣୁଥିଲୁ ବରଷାରେ ଭିଜି
ସେ ବରଷା ମିଛ ଏ ବରଷା ସତ
ପ୍ରେମରେ ଭିଜୁ ମୋ ପ୍ରିୟା ବୋହୁରାଣୀ ସାଜି
ଶୁଭ ମହୁରୀରେ ଉଠୁ ପ୍ରିୟା ସଵାରୀ
ମତେ ପଛେ ନେଇଯାଉ ଲୁହ ଲହରୀ
ଶୁଭ ମହୁରୀରେ ଉଠୁ ପ୍ରିୟା ସଵାରୀ
ମତେ ପଛେ ନେଇଯାଉ ଲୁହ ଲହରୀ
ଦୁଃଖ ନାହିଁ…….
ବୁଝେଇ ଦେଇଚି ଆଜି ନିଜ ମନକୁ

ମୁ ପ୍ରିୟାକୁ ସିନ୍ଦୁର ନଦେଲି ନାହିଁ
ଫରୁଆ ପଠେଇ ଦେବି ବାହାଘରକୁ
ମୁ ପ୍ରିୟାକୁ ଓଢଣୀ ନଦେଲି ନାହିଁ
ଶାଢ଼ୀଟେ ପଠେଇ ଦେବି ବାହାଘରକୁ
ପିଲା ଦିନ ସାଥି ଜଦି ଯାଉଚି ଯାଉ
ତା ଖୁସିରେ ଝରି ଯାଉ ଆଖିରୁ ଲହୁ
ପିଲା ଦିନ ସାଥି ଜଦି ଯାଉଚି ଯାଉ
ତା ଖୁସିରେ ଝରି ଯାଉ ଆଖିରୁ ଲହୁ
ଦୁଃଖ ନାହିଁ……..
ବୁଝେଇ ଦେଇଚି ଆଜି ନିଜ ମନକୁ
ମୁ ପ୍ରିୟାକୁ ସିନ୍ଦୁର ନଦେଲି ନାହିଁ
ଫରୁଆ ପଠେଇ ଦେବି ବାହାଘରକୁ
ଫରୁଆ ପଠେଇ ଦେବି ବାହାଘରକୁ
ଫରୁଆ ପଠେଇ ଦେବି ବାହାଘରକୁ
ଫରୁଆ ପଠେଇ ଦେବି ବାହାଘରକୁ

Mu Priyaku Sindura Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00